Kanha Re Kanha Ranga Lagana

କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା

ତୋ ରଙ୍ଗ ଲାଗିଲେ କାହିଁକି କେଜାଣି?
ତୋ ରଙ୍ଗ ଲାଗିଲେ କାହିଁକି କେଜାଣି?

ରାଧା ରହି ପାରେନା

କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
ଲଗାନା ତୁ ରଙ୍ଗ ଲଗାନା

ଜିଦି ଯଦି କରୁଚୁ ତୁ ସବୁ ରଙ୍ଗ ଲଗା
ହେଲେ ତୋର କଳା ରଙ୍ଗ ଟିକେବି ନଲଗା
ସେଇ କଳା ରଙ୍ଗରେ ତୋ ଅଛି ଖାଲି ନିନ୍ଦା
ବଦନାମ ହେଇଯିବ ତୁଛାଟାରେ ରାଧା
ତୁଛାଟାରେ ରାଧା

ସବୁ ରଙ୍ଗ ଲାଗି ଛାଡିଯାଏ ସିନା
ସବୁ ରଙ୍ଗ ଲାଗି ଛାଡିଯାଏ ସିନା

ରଙ୍ଗ ତୋର ଛାଡେନା

କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
ଲଗାନା ତୁ ରଙ୍ଗ ଲଗାନା

ଦୁନିଆଟା ଜାଣେ ସିନା ତୁ ବଡ ରଙ୍ଗିଲା
ଷୋଳ କଳା, ନନ୍ଦ ବଳା ତୁ ବଡ ଚଗଲା
ତତେ ଆଉ ତୋ ରଙ୍ଗକୁ ନାହିଁ ରେ ଭରସା
ବାଟ ଜଗି ହାଟରେ ତୁ କରୁ ଲୋକହସା
କରୁ ଲୋକହସା

ଲଗେଇଲେ ଲଗା ଦେହ ସାରା ରଙ୍ଗ
ଲଗେଇଲେ ଲଗା ଦେହ ସାରା ରଙ୍ଗ

ମନରେ ତୁ ଲଗାନା

କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
କାହ୍ନା ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
ରେ କାହ୍ନା, ଲଗାନା ତୁ ରଙ୍ଗ ଲଗାନା
ଲଗାନା ତୁ ରଙ୍ଗ ଲଗାନା



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link