Monalisa

ମୋନାଲିସା, ନାଆ ଟି ତାର
ଦେଖିବାକୁ ସୁନ୍ଦର
ଯେମିତିକା ସୁନ୍ଦର ସେ
ସେମିତିକା ଗୁଣର

ସେ ଯେ ପହିଲି ପ୍ରେମର
ସେ ଯେ ପହିଲି ପ୍ରେମର ପହିଲି ପ୍ରେମ ନିସା...

ମୋନାଲିସା
ମୋନାଲିସା, ନାଆ ଟି ତାର
ଦେଖିବାକୁ ସୁନ୍ଦର

ଦୂରରୁ ଦେଖିଲେ ହସି-ହସି ଆସେ
ପାଖେରେ ଲାଜେ ଚାହେଁନା
ପ୍ରେମରେ ଯେ ମନ ତା ଆଖି କହୁଛି
ଓଠରେ ସେ କେବେ କହେନା, ହେ

ହେ-ହେ-ହୁଁ

ଦୂରରୁ ଦେଖିଲେ ହସି-ହସି ଆସେ
ପାଖେରେ ଲାଜେ ଚାହେଁନା
ପ୍ରେମରେ ଯେ ମନ ତା ଆଖି କହୁଛି
ଓଠରେ ସେ କେବେ କହେନା

ସେ ଯେ ପହିଲି ପ୍ରେମର
ସେ ଯେ ପହିଲି ପ୍ରେମର ପହିଲି ପ୍ରେମ ଭାଷା...

ମୋନାଲିସା
ମୋନାଲିସା, ନାଆ ଟି ତାର
ଦେଖିବାକୁ ସୁନ୍ଦର

ଆଖି ତା ଅଳସି, କୁଳ ରେ ତୁଳସୀ
ରୂପ ତା ମଉନାବତି
ମନ କଥା ଯାଏ କହିବାକୁ ହେଲେ
କହି ପାରେନାହିଁ ମୁଁ କିଛି, ହେ

ହେ-ହେ-ହୁଁ

ଆଖି ତା ଅଳସି, କୁଳ ରେ ତୁଳସୀ
ରୂପ ତା ମଉନାବତି
ମନ କଥା ଯାଏ କହିବାକୁ ହେଲେ
କହି ପାରେନାହିଁ ମୁଁ କିଛି

ସେ ଯେ ପହିଲି ପ୍ରେମର
ସେ ଯେ ପହିଲି ପ୍ରେମର ପହିଲି ପ୍ରେମ ଆଶା...

ହୁଁ, ମୋନାଲିସା
ମୋନାଲିସା, ନାଆ ଟି ତାର
ଦେଖିବାକୁ ସୁନ୍ଦର

ଯେମିତିକା ସୁନ୍ଦର ସେ
ସେମିତିକା ଗୁଣର

ସେ ଯେ ପହିଲି ପ୍ରେମର
ସେ ଯେ ପହିଲି ପ୍ରେମର ପହିଲି ପ୍ରେମ ନିସା...

ହୁଁ, ମୋନାଲିସା
ମୋନାଲିସା, ନାଆ ଟି ତାର
ଦେଖିବାକୁ ସୁନ୍ଦର
ଯେମିତିକା ସୁନ୍ଦର ସେ
ସେମିତିକା ଗୁଣର



Credits
Writer(s): Shurjo Bhattacharya
Lyrics powered by www.musixmatch.com

Link