Kala Koili

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
କଳାକାହ୍ନୁର କଥା ମିଠା ମିଠା
କଳାକାହ୍ନୁର କଥା ମିଠା ମିଠା

କଳାମାଣିକର ପ୍ରୀତି ମିଠା, ମିଠା, ମିଠା

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ, କଳା କୋଇଲିର କୁହୁ ମିଠା ମିଠା

ମିଠା ତା ଚାହାଣି, ମିଠା ତା କାହାଣୀ
ମିଠା ତା ଯମୁନା ଜଳ
ମିଠା ଲାଗେ କେରି କଦମ୍ବ ମୂଳେ ଲୋ
ତା ମୋହନ ବଂଶୀ ସୁର
ମିଠା ତା ଚାହାଣି, ମିଠା ତା କାହାଣୀ
ମିଠା ତା ଯମୁନା ଜଳ
ମିଠା ଲାଗେ କେରି କଦମ୍ବ ମୂଳେ ଲୋ
ତା ମୋହନ ବଂଶୀ ସୁର

ମିଠା ଲାଗେ ତାର ପୁରାଣ ପୋଥି ଲୋ
ମିଠା ଲାଗେ ତାର ପୁରାଣ ପୋଥି ଲୋ
ମିଠା ଭାଗବତ ଗୀତା-ଆ-ଆ-ଆ

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ, କଳା କୋଇଲିର କୁହୁ ମିଠା, ମିଠା

ମିଠା ଗୋପୀବାଳା, ମିଠା ନନ୍ଦବାଳା
ମିଠା ଶ୍ରୀରାଧାର ପ୍ରେମ
ମିଠା ତା ପରଶ, ମିଠା ତା ସୁବାସ
ମିଠା ତାର ସୁନାବେଶ
ମିଠା ଗୋପୀବାଳା, ମିଠା ନନ୍ଦବାଳା
ମିଠା ଶ୍ରୀରାଧାର ପ୍ରେମ
ମିଠା ତା ପରଶ, ମିଠା ତା ସୁବାସ
ମିଠା ତାର ସୁନାବେଶ

ମିଠା ଲାଗେ କୁଞ୍ଜ ଗୋପ ବୃନ୍ଦାବନ
ମିଠା ଲାଗେ କୁଞ୍ଜ ଗୋପ ବୃନ୍ଦାବନ
ମିଠା ତାର ରାସଲୀଳା ଆ-ଆ-ଆ

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ, କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
କଳାକାହ୍ନୁର କଥା ମିଠା ମିଠା
କଳାକାହ୍ନୁର କଥା ମିଠା ମିଠା

କଳାମାଣିକର ପ୍ରୀତି ମିଠା, ମିଠା, ମିଠା

କଳା କୋଇଲିର କୁହୁ ମିଠା ମିଠା
ଝରା ବଉଳର ମହୁ ମିଠା ମିଠା
ହୋ, କଳା କୋଇଲିର କୁହୁ ମିଠା ମିଠା
ମିଠା ମିଠା, ମିଠା ମିଠା
ମିଠା ମିଠା



Credits
Lyrics powered by www.musixmatch.com

Link