Chuna Chuna Suna Phula

ଚୁନା-ଚୁନା ସୁନା ଫୁଲ ବଗିଚାକୁ ସୁନ୍ଦର
ଫିକି-ଫିକି ହସ ଲାଗେ ଟିକି ଓଠେ ସୁନ୍ଦର

ଏ ବଗିଚା ମୋର, ଏ ଫୁଲ ବି ମୋର
ଏ ବଗିଚା ମୋର, ଏ ଫୁଲ ବି ମୋର

ହସ ଏଠି ମହୁ ହେଲେ, ଲୁହ ଯେତେ ଜହର

ମା' ନାହିଁ ଆମର, ବାପା ତୁମେ ଠାକୁର
ମା' ନାହିଁ ଆମର, ବାପା ତୁମେ ଠାକୁର
ଏଇ ଘର ଘର ନୁହେଁ, ଆମ ପାଇଁ ମନ୍ଦିର

ଲୁହ ନେଇ ଆମର, ହସ ଦେଲ ତୁମର
ଲୁହ ନେଇ ଆମର, ହସ ଦେଲ ତୁମର

ଜୀବନରେ ଭୁଲିବୁନି ତୁମ ସ୍ନେହ-ଆଦର

ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)



Credits
Writer(s): Malaya Mishra
Lyrics powered by www.musixmatch.com

Link