Niswasa to Bina Unplug

ନିଃଶ୍ୱାସ ତୋବିନା ମୋର ଚାଲେନା
ବିଶ୍ୱାସ ତୋବିନା କିଛି ହୁଏନା
ନିଃଶ୍ୱାସ ତୋବିନା ମୋର ଚାଲେନା
ବିଶ୍ୱାସ ତୋବିନା କିଛି ହୁଏନା

କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା

ଧୀରେ-ଧୀରେ ଲାଗେ ମତେ, ଏତେ ଭଲପାଏ ତତେ
ଭୁଲିଲେବି ଭୁଲି ପାରେନା

ନିଃଶ୍ୱାସ ତୋବିନା ମୋର ଚାଲେନା
ବିଶ୍ୱାସ ତୋବିନା କିଛି ହୁଏନା

କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା

ଯୁଆଡେ ଯାଏ ମୁଁ, ତତେ ହିଁ ପାଏ ମୁଁ
ସକାଳୁ ସଞ୍ଜଯାଏ ତତେହି ଚାହେଁ ମୁଁ

ତୁ ମୋର ଦୁନିଆ, ତୁ ମୋର ପୃଥିବୀ
ଲାଗୁଛି ସବୁବେଳେ ତୁ ଥିଲେ ମୁଁ ଥିବି

ସକାଳ ତୋବିନା ମୋର ପାହେନା
ସ୍ପନ୍ଦନ ତୋବିନା ମୋର ଚାଲେନା

କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା

ଗଢିଲି ତୋ ସାଥେ ଏମିତି ସମ୍ପର୍କ
ଲାଗୁଛି ତୁ ମୋର ପ୍ରେମର କୋଣାର୍କ

ତୁ ଥିଲେ କାହିଁକି ସବୁତ ସୁନ୍ଦର?
ତୋବିନା ଦୁନିଆଁଟା ଲାଗେତ ଅନ୍ଧାର

ସପନ ତୋବିନା ଦେଖି ହୁଏନା
ଜୀବନ ତୋବିନା ଭାବିହୁଏନା

କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା

ତୁ ଥିଲେ ମୋ ସାମ୍ନାରେ, କାହାକୁ ଏ ଜୀବନରେ
ଚାହିଁଲେବି ଚାହିଁପାରେନା

କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link