One Side Love

ହେଇ, ଶୁଣ ମୋ ଭାଇ ରେ, ସୁନାପିଲା ହେଇ ରେ
One side love କଲେ tension ନାହିଁ ରେ

ଆରେ-ଆରେ ପ୍ରେମ କରିବ, ସ୍ଵପ୍ନ ଦେଖିବ
ହେଲେ କେବେ मजनू ହେଇ ମରିବ ନାହିଁ ରେ

I love you କହି କେହି ଗରିବ ହୁଏନାହିଁ
ହେଇ, you love me କହି କେବେ ଭିକାରି ହୁଅନାହିଁ
ହଁ (I love you କହି କିଏ ଗରିବ ହୁଏନାହିଁ)
(You love me କହି କେବେ ଭିକାରି ହୁଅନାହିଁ)

ହଁ, ଶୁଣ ମୋ ଭାଇ ରେ, ସୁନାପିଲା ହେଇ ରେ
One side love କଲେ tension ନାହିଁ ରେ
ପ୍ରେମ କରିବ, ସ୍ଵପ୍ନ ଦେଖିବ
ହେଲେ କେବେ मजनू ହେଇ ମରିବ ନାହିଁ ରେ

ହେ, one-way ରାସ୍ତାରେ ନଥାଏ signal
କେହି ତ ନଥାଏ ଦବାକୁ ବାଧା
One side ପ୍ରେମରେ ତ ନଥାଏ villian
ନ ଥାଏ ବଦନାମ୍, ନଥାଏ ନିନ୍ଦା

ଦେବଦାସ ହେଇ କେବେ bottle ଧର ନାହିଁ
ଆରେ-ଆରେ, one side ପ୍ରେମରେ ତ tragedy ଜମା ନାହିଁ
ହେ, ଦେବଦାସ ହେଇ କେବେ bottle ଧର ନାହିଁ
One side ପ୍ରେମରେ ତ tragedy ଜମା ନାହିଁ

ଶୁଣ ମୋ ଭାଇ ରେ...
ଶୁଣ ମୋ ଭାଇ ରେ, ସୁନାପିଲା ହେଇ ରେ
One side love କଲେ tension ନାହିଁ ରେ
ପ୍ରେମ କରିବ, ସ୍ଵପ୍ନ ଦେଖିବ
ହେଲେ କେବେ मजनू ହେଇ ମରିବ ନାହିଁ ରେ

ହେ କେହି ଯଦି କେବେ, ଭଲଲାଗେ ତେବେ
ଭଲପାଇ ପାର ହୃଦୟ ଦେଇ
ପ୍ରେମ ନୁହେଁ ପାପ, ପ୍ରେମ ଏକ ଗପ
ପ୍ରତିଦାନେ କିଛି ଚାହିଁବ ନାହିଁ

ପାଇବାର ଆଶା ରଖି ପ୍ରେମ କଲେ ଭାଇ
ହେ, ସବୁଦିନ ପସ୍ତେଇବ ଦିନେ ଧୋକା ଖାଇ
ହାଁ-ହାଁ-ହାଁ, ପାଇବାର ଆଶା ରଖି ପ୍ରେମ କଲେ ଭାଇ
ସବୁଦିନ ପସ୍ତେଇବ ଦିନେ ଧୋକା ଖାଇ

ଶୁଣ ମୋ ଭାଇ ରେ...
ହେଇ, ଶୁଣ ମୋ ଭାଇ ରେ, ସୁନାପିଲା ହେଇ ରେ
One side love କଲେ tension ନାହିଁ ରେ
ପ୍ରେମ କରିବ, ସ୍ଵପ୍ନ ଦେଖିବ
ହେଲେ କେବେ मजनू ହେଇ ମରିବ ନାହିଁ ରେ

(ଆଛା दोस्त, one side love ରେ ଫାଇଦା କଣ?)
(ଫାଇଦା ଅଛି, ଶୁଣ)

ପ୍ରେମିକାର ମନ ଖୁସି କରିବାକୁ, gift ଦବାକୁ ପଡିବନି
Mobile phone ରେ ବାଜେ ଗପ କରି, ଟଙ୍କା କି ପଇସା ସରିବନି

Moter-cycle ରେ ତେଲ ପୋଡ଼ିବ ନାହିଁ
ହାଁ, cinema ଗଲେ ଦିଟା ticket ଦରକାର ନାହିଁ
Moter-cycle ରେ ତେଲ ପୋଡ଼ିବ ନାହିଁ
Cinema ଗଲେ ଦି ଟା ticket ଦରକାର ନାହିଁ

ଶୁଣ ମୋ ଭାଇ ରେ (ହୋ-ହୋ)
ଶୁଣ ମୋ ଭାଇ ରେ, ସୁନାପିଲା ହେଇ ରେ
One side love କଲେ tension ନାହିଁ ରେ
ପ୍ରେମ କରିବ, ସ୍ଵପ୍ନ ଦେଖିବ
ହେଲେ କେବେ मजनू ହେଇ ମରିବ ନାହିଁ ରେ



Credits
Writer(s): Manmath Mishra, Basanta Raj Samal
Lyrics powered by www.musixmatch.com

Link