Mu Gote Chokha Toka

ଆଲୋ ମୋର ନାଲି चिड़िया
ଲାଗୁଛୁ ଲୋ ଭାରି ବଢିଆ
ନାଲ Cherry ପାନ-ପୁଡ଼ିଆ
ତୋ ନାଁ, पता ଦେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ଏହେ, ଝିଅ ତୁଲୋ ନାଲି ରାବିଡ଼ି
ବାଜିନାହିଁ ତୋଠେଇ ଖଡ଼ି
ଆଉ କିଏ ନନଉ ଭିଡି
ମୋ partner ହେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

I love you ଥରେ କହିଦେ ଧନ
ଝୁଲେଇଦେବି ତୋ ବେଣୀରେ ଜହ୍ନ
Night-pack ପକେଇଛି ତୋ number ଦେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ଏହେ, ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

Beauty, ହାଏ, ତୁ beauty
ଚାହୁଁଛୁ ଯେବେ ଲେଉଟି
ଛାତିରେ ଏଇ ମୋ ଛାତିରେ
Dumper ଚଢିଯାଏ ଟି

ହଁ, जवानी, ହାଏ, ତୋ जवानी
କାଲି ଆଉ ରହିବନି
ଚାଲିଆ, ନାଚିବା ଚାଲିଆ
ଟିପିଟିପି ବର୍ଷାପାନି

ଶନିବାରିଆ ସକାଳୁ ଆସି ହୁକୁମୁ ନେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ଏହେ, ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା

ବାୟାଣୀ, ଆଲୋ, ମୋ ବାୟାଣୀ
ଯେବେଠୁ ଦେଖା ହେଲୁଣି
କାନ୍ଥରେ, କାଲିଜା କାନ୍ଥରେ
Photo ହେଇ ଝୁଲିଲୁଣି

ଆଲୋ-ଲୋ-ଲୋ-ଲୋ, ଶର୍ମିଲି, ହାଏ, ମୋ ଶର୍ମିଲି
ଲାଗୁଛୁ ଅନାରକଲି
ଫୁଲେଇ, ନେବି ଲୋ ବୁଲେଇ
ହଁ ଟେ ମାରିଦେ ଖାଲି

ତୋ ବୋଉ କେବେ ମୋ ଶାଶୁ ହବ? date ଦେଇଯା

ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ଏହେ, ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା
ମୁଁ ଗୋଟେ ଚୋଖା ଟୋକା, ମୋ heroine ବନିଯା



Credits
Writer(s): Tatwa Prakash Satapathy, Sumit Jena
Lyrics powered by www.musixmatch.com

Link