Abhimanini E Amania Dheu

ଅଭିମାନିନୀ ଏ ଅମାନିଆ ଢ଼େଉ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ

ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ...

ଜଣେନାହିଁ ମୁଁ, କାହଲାଗି ମୁଁ ଆଜି ଝୁମି-ଝୁମି ନାଚେ ସମୀରେ
କାହାଲାଗି ଭଲପାଏ ନିର୍ଜନ
କା' ମନ ନେଇ, କା' ମନ ଛୁଇଁ ଗୀତ ଗାଇ, ଗାଇ ଯାଏ ଅଧିରେ
କାହାଲାଗି କେତେ ମିଛ ସପନ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ...

ମନେ-ମନେ ମୁଁ ଅନେକ କଥା ଆଜି ରଖିଥିଲି ସିନା ଗୋପନ
ସାକ୍ଷୀ ଅଛି ଏଇ ବେଳ ନିର୍ଜନ
ଲହରୀ ଛୁଇଁ କହୁଛି ମୁହିଁ ମନଦେଇ କିଆଁ ଆଜି ମୋ ମନ
ଆସ ଯିବା ଖୋଜି ନୁଆଁ ଜୀବନ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ

ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ...



Credits
Lyrics powered by www.musixmatch.com

Link