Priya Mora Eki Kala

ପ୍ରିୟା ମୋର ଏକି କଲ? ଭଲପାଇ ଭୁଲିଗଲ
ପ୍ରିୟା ମୋର ଏକି କଲ? ଭଲପାଇ ଭୁଲିଗଲ

ମତେ ଭୁଲି ଯାଅ ବୋଲି ତୁମେ ଆଜି ହସି କହିପାରିଲ
ଭୁଲିବାର ଯଦି ଥିଲା ତୁମେ ମନେ କାହିଁ ଭଲପାଇଲ?

ପ୍ରିୟା ମୋର ଏକି କଲ? ଭଲପାଇ ଭୁଲିଗଲ

ସ୍ମୃତି ନୁହେଁ ବାଲି ଘର ଭାସିଯିବ ଲହରୀରେ
ପ୍ରୀତି ନୁହେଁ ପିଲା ଖେଳ ତୁମେ ତାକୁ ଭାଙ୍ଗି ଦେଲ

ପ୍ରିୟା ମୋର ଏକି କଲ? ଭଲପାଇ ଭୁଲିଗଲ

ଆଖିରେ ମୋ ଲୁହଭରି ଚାଲିଯାଅ ମତେ ଭୁଲି
ଲୁହ ମୋର ଝୁରି ଝୁରି ଡ଼ାକୁଛନ୍ତି ଆସ ଫେରି

ପ୍ରିୟା ମୋର ଏକି କଲ? ଭଲପାଇ ଭୁଲିଗଲ

ମତେ ଭୁଲି ଯାଅ ବୋଲି ତୁମେ ଆଜି ହସି କହିପାରିଲ
ଭୁଲିବାର ଯଦି ଥିଲା ତୁମେ ମନେ କାହିଁ ଭଲପାଇଲ?

ପ୍ରିୟା ମୋର ଏକି କଲ? ଭଲପାଇ ଭୁଲିଗଲ
ଭଲପାଇ ଭୁଲିଗଲ
ଭଲପାଇ ଭୁଲିଗଲ



Credits
Writer(s): Basudev Rath
Lyrics powered by www.musixmatch.com

Link