Ei Je Banalata Pahada

ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର

ଏଠି ଦିନ ସରେନା, ଏଠି ରାତି ସରେନା
ଏଠି ଦିନ ସରେନା, ଏଠି ରାତି ସରେନା

ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର

ମାଦଲ ଛନ୍ଦେ ବାଦଲ ଝୁମେ
ବନପକ୍ଷୀ ସୁରେ ଜଲସା ଜମେ
ଏଇଠି ମାଟିକୁ ଆକାଶ ଚୁମେ
ମାଦଲ ଛନ୍ଦେ ବାଦଲ ଝୁମେ
ବନପକ୍ଷୀ ସୁରେ ଜଲସା ଜମେ

ଏମିତି ମିଳନ ଦେଖିନି କାହିଁ
ହଜି-ହଜି ସତେ ଯାଉଛି ମୁହିଁ
ମୁଁ ଲୁଚି, ନାଚି, ଗାଇ, ହସି, ଝୁଲି ଝରଣା

ତାର ଗୀତ ସରେନା, ମୋର ନାଚ ସରେନା
ତାର ଗୀତ ସରେନା, ମୋର ନାଚ ସରେନା

ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର

କିଏସେ ରୂପସି ମୋ ମନ ଜାଳି
ସଯାଇଛି ବନ ମୁରୁଯ ବୁଣି
ଆଖି ଖୋଜେଟାରେ ଖୋଜି ପାଏନି
କିଏସେ ରୂପସି ମୋ ମନ ଜାଳି
ସଯାଇଛି ବନ ମୁରୁଯ ବୁଣି

ମୋ ପ୍ରିୟା ଅବା ପାଇ ମୋ ଚିଠି
ଲାଜ ତାର ଲେଖି ଦେଇଛି ଏଠି
ଅଗଣା ହସେ ପିନ୍ଧି ସେଇ ଲାଜ ଗହଣା

ତାର ହସ ସରେନା, ମୋର ମନ ପୁରେନା
ତାର ହସ ସରେନା, ମୋର ମନ ପୁରେନା

ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର
ଏଇଯେ ବନଲତା ପାହାଡ଼
ଆହାରେ ଦିଶେ କେଡ଼େ ସୁନ୍ଦର

ଏଠି ଦିନ ସରେନା, ଏଠି ରାତି ସରେନା
ଏଠି ଦିନ ସରେନା, ଏଠି ରାତି ସରେନା
ଏଠି ଦିନ ସରେନା, ଏଠି ରାତି ସରେନା
ଏଠି ଦିନ ସରେନା, ଏଠି ରାତି ସରେନା



Credits
Lyrics powered by www.musixmatch.com

Link