Sukha Bi Thila Dukha Bi Thila

ସୁଖ ବି ଥିଲା, ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ
ହସ ବି ଥିଲା, ଲୁହ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ

ସୁଖ ବି ଥିଲା, ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ
ହସ ବି ଥିଲା, ଲୁହ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ

ଆଖି ଥିଲା ନିଦ ଥିଲା
ପତା ମୁଦି ହେଉଥିଲା
ନଥିଲା ସପନ ଖାଲି
ନଥିଲା ସପନ ଖାଲି
ତମକୁ ପାଇଲାପରେ
ପ୍ରଥମେ ଜାଣିଲି ମୁହିଁ
କେମିତି ସପନ ବୋଲି
କେମିତି ସପନ ବୋଲି

ତମେବି ଥିଲ, ମୁଁ ବି ଥିଲି
ଦୁହେଁତ ଦୁଇଟି ନାମେ
ଖାଲି ପ୍ରେମିକ ନଥିଲୁ
ଆମେ, ଆମେ, ଆମେ, ଆମେ

ସୁଖ ବି ଥିଲା, ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ

ଓ୦ ଥିଲା ଭାଷା ଥିଲା
ଓ୦ ଛୁଇଁ କେତେ କଥା
ଆଖି ଖାଲି ଫେରୁଥିଲା
ଆଖି ଖାଲି ଫେରୁଥିଲା

ଯେବେ ସେଇ ଫେରାକଥା
ବୁଝେ ବୋଲି ଆଖିପତା
ନା' ତାର ପ୍ରେମ ହେଲା
ନା' ତାର ପ୍ରେମ ହେଲା

ମନବି ଦେବି, ପ୍ରାଣବି ଦେବି
ଯାହା ଅଛି ଏ ଜୀବନେ
ସବୁ ଲେଖି ଦେଲି ତୁମ
ନାମେ, ନାମେ, ନାମେ

ସୁଖ ବି ଥିଲା, ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ
ହସ ବି ଥିଲା, ଲୁହ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକା ତ ନଥିଲ
ତୁମେ, ତୁମେ, ତୁମେ

ସୁଖ ବି ଥିଲା, ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକାତ ନଥିଲ
ତୁମେ, ତୁମେ, ତୁମେ

ଏକାତ ନଥିଲ
ତୁମେ, ତୁମେ, ତୁମେ
ଏକାତ ନଥିଲ
ତୁମେ, ତୁମେ, ତୁମେ
ଏକାତ ନଥିଲ
ତୁମେ, ତୁମେ, ତୁମେ



Credits
Writer(s): Mohanty Akshaya, Kanungo Srishananda
Lyrics powered by www.musixmatch.com

Link