Jibanara Sabu Dei

ଜୀବନର ସବୁ ଦେଇ ଯା'ପାଇଁ ରହିଲି ଚାହିଁ
ତା ମନ କା'ପାସେ ଯାଇ, ଏ ମନ ସେ ବୁଝେ ନାହିଁ
ଜୀବନର ସବୁ ଦେଇ ଯା'ପାଇଁ ରହିଲି ଚାହିଁ
ତା ମନ କା'ପାସେ ଯାଇ, ଏ ମନ ସେ ବୁଝେ ନାହିଁ

ଉପରେ ଉପରେ ହସି ଭିତରେ ଲୁହ ବରଷେ
ମନରେ ଜଳୁଛି ଜୁଇ, କା' ଆଗେ ପାରେନା କହି
ମନରେ ଜଳୁଛି ଜୁଇ, କା' ଆଗେ ପାରେନା କହି

ଜୀବନର ସବୁ ଦେଇ ଯା'ପାଇଁ ରହିଲି ଚାହିଁ
ତା ମନ କା'ପାସେ ଯାଇ, ଏ ମନ ସେ ବୁଝେ ନାହିଁ

ଭାବୁଛି ଭାବିବି ନାହିଁ, ନଭାବି ପାରେନା ରହି
ହସୁଛି ହସିବି ମୁହିଁ, ସବୁତ ଭୁଲିବା ପାଇଁ
ହସୁଛି ହସିବି ମୁହିଁ, ସବୁତ ଭୁଲିବା ପାଇଁ

ଜୀବନର ସବୁ ଦେଇ ଯା'ପାଇଁ ରହିଲି ଚାହିଁ
ତା ମନ କା'ପାସେ ଯାଇ, ଏ ମନ ସେ ବୁଝେ ନାହିଁ
ଜୀବନର ସବୁ ଦେଇ ଯା'ପାଇଁ ରହିଲି ଚାହିଁ
ତା ମନ କା'ପାସେ ଯାଇ, ଏ ମନ ସେ ବୁଝେ ନାହିଁ



Credits
Writer(s): Rath Basudev, Rath Dinabandhu
Lyrics powered by www.musixmatch.com

Link