Mote Sunapila

ମୋତେ ସୁନାପିଲା କରିଦେ ରେ ସୁନା ଠାକୁର
ମୋତେ ସୁନାପିଲା କରିଦେ ରେ ସୁନା ଠାକୁର
ବାପା କହିଛନ୍ତି ସୁନା ପିଲା ହେଲେ ମୋତେ ନେଇ ଦେଖେଇବେ
ବାପା କହିଛନ୍ତି ସୁନା ପିଲା ହେଲେ ମୋତେ ନେଇ ଦେଖେଇବେ
ସୁନା ବେଶ ଟି ତୋର
ମୋତେ ସୁନାପିଲା କରିଦେ ରେ ସୁନା ଠାକୁର
ମୋତେ ସୁନାପିଲା କରିଦେ ରେ ସୁନା ଠାକୁର



Credits
Writer(s): Arun Kumar Mantri
Lyrics powered by www.musixmatch.com

Link