Kie Kahe Tame Chocolate

ହଁ, କିଏ କହେ ତମେ Romeo the lover boy
କିଏ କହେ ତମେ chocolate
ତମ ପାଇଁ ସବୁ ଦିୱାନା, ଦିୱାନୀ
Hero ତମେ ପୁରା perfect

ଆରେ, କିଏ କହେ ତମେ Romeo the lover boy
କିଏ କହେ ତମେ chocolate
ଆରେ, ତମ ପାଇଁ ସବୁ ଦିୱାନା, ଦିୱାନୀ
Hero ତମେ ପୁରା perfect

ଝିଅଙ୍କ ପାଇଁ ତମେ love master
Public ପାଇଁ superstar
Dance ରେ acting ରେ, reel ରେ real ରେ
ସବୁଥିରେ ତମେ ଓଡ଼ିଶା शान (ଓଡ଼ିଶା शान)

ଆରେ, भाईजान भाईजान ବାବୁଶାନ
ଜନ୍ମ ଦିନର ଶୁଭକାମନା ଜଣଉଛୁ ଆମେ ତମ fan
ଆରେ, भाईजान भाईजान ବାବୁଶାନ
ଜନ୍ମ ଦିନର ଶୁଭକାମନା ଜଣଉଛୁ ଆମେ ତମ fan

ଆରେ style ଵାଲା, smile ଵାଲା, टसनवाला ଟୋକା
Comedy, tragedy, ଜାଣିଛ acting ତଡ଼କା
ଆରେ, Ollywood industry ର ସୁନା ପିଲା ତମେ
Super hit cinema ଦେଇଛ କହି କହିକା

ତମେ only one ସବୁଠି, ତମ ଧମାକା

ତମର ହୃଦୟଟା love station
ତମକୁ ଦେଖିଦେଲେ no tension
Twitter, Facebook, Insta ରେ ତମ look
Social media ରେ ସଭିଙ୍କର जान (ସଭିଙ୍କର जान)

ଆରେ, भाईजान भाईजान ବାବୁଶାନ
ଜନ୍ମ ଦିନର ଶୁଭକାମନା ଜଣଉଛୁ ଆମେ ତମ fan
ଆରେ, भाईजान भाईजान ବାବୁଶାନ
ଜନ୍ମ ଦିନର ଶୁଭକାମନା ଜଣଉଛୁ ଆମେ ତମ fan

ହଁ, superstar ପୁଅ ହେଇ ନାହିଁ ଟିକେ ଗର୍ବ
ରକ୍ତରେ ରହିଛି acting ସ୍ୱଭାବ
ଆରେ, ଜିଙ୍ଗାଲାଲା star ତମେ Ollywood ର icon
ନାୟକ, ଗାୟକ ତମ ସରି କିଏ ସେ ହବ

ଏତେ inborn talented କେହି ନଥିବ

ପରଦାରେ ସୁନା ତମେ ଡାହା ବାଳୁଙ୍ଗା
ତମ ମନ ସତରେ ପବିତ୍ର ବଟ
ପାଅ ସଭିଙ୍କ ଆଶିଷ, ଜିଉଁ ରୁହ ଲକ୍ଷେ ବରଷ
Young ପିଲା ମାନଙ୍କର ତମେ sensation (ତମେ sensation)

ଆରେ, भाईजान भाईजान ବାବୁଶାନ
ଜନ୍ମ ଦିନର ଶୁଭକାମନା ଜଣଉଛୁ ଆମେ ତମ fan
ଆରେ, भाईजान भाईजान ବାବୁଶାନ
ଜନ୍ମ ଦିନର ଶୁଭକାମନା ଜଣଉଛୁ ଆମେ ତମ fan



Credits
Lyrics powered by www.musixmatch.com

Link