Barsha Chhadigala Pare

ବର୍ଷା ଛାଡ଼ିଗଲା ପରେ
କୃଷ୍ଣଚୂଡ଼ା ଗଛ ତଳେ
ଯଉ ବର୍ଷା ଝରୁଥାଏ
ସେଇ ବର୍ଷା ପ୍ରିୟା ତୁ

ସ୍ବପ୍ନ ସରିଗଲା ପରେ
ଭିଜା-ଭିଜା ସକାଳରେ
ଯଉ ସ୍ବପ୍ନ ମନେ ରହେ
ସେଇ ସ୍ବପ୍ନ ପ୍ରିୟା ତୁ

First Love ତୁ ମୋର
Sweet Love ତୁ ମୋର
Heart ତଳେ ରହିଛୁ ତୁ
Heart-beat ତୁ ମୋର
First Love ତୁ ମୋର
Sweet Love ତୁ ମୋର
Heart ତଳେ ରହିଛୁ ତୁ
Heart-beat ତୁ ମୋର

ଗଲେ କେବେ ଦୁରେ ଚାଲି
ମନ ଖୋଜେ ତୋତେ
ଏତେ ଭଲପାଉଛି ମୁଁ
ଭୁଲିଯାଏ ମୋତେ

ଛାତି ତଳେ ସ୍ପନ୍ଦନରେ ପ୍ରିୟା ତୋର ଘର
ସେଥିପାଇଁ କରିଛି ମୁଁ ସବୁ କିଛି ପର
ତତେ ଭାବେ ଆଖିପତା ପଡେ ଯେତେ ଥର
ପ୍ରିୟା heart-beat ତୁ ମୋର

କିଛି ବାଟ ସାରିଯାଏ, କିଛି ସରେନାହିଁ
ଯଉ ବାଟ ସରେନାହିଁ, ପ୍ରିୟା ତୁ ଯେ ସେଇ
କିଛି ରଙ୍ଗ ଛାଡ଼ିଯାଏ, କିଛି ଛାଡେନାହିଁ
ଯଉ ରଙ୍ଗ ଛାଡେନାହିଁ, ପ୍ରିୟା ତୁ ଯେ ସେଇ

ଢ଼େଉ ପରି ଆସି ଓଦା କରୁ ବାର-ବାର
ପ୍ରିୟା heart-beat ତୁ ମୋର



Credits
Writer(s): Arun Kumar Mantri
Lyrics powered by www.musixmatch.com

Link