Ilo Maa Mobile-Female

ଇଲୋ ମା mobile କି ମନ୍ତର କଲା?
ବୁଢ଼ା-ହାଡ଼ ଭେଣ୍ଡିଆଙ୍କୁ ରୋମିଓ ବନେଇଦେଲା

ଇଲୋ ମା mobile କି ମନ୍ତର କଲା?
ବୁଢ଼ା-ହାଡ଼ ଭେଣ୍ଡିଆଙ୍କୁ ରୋମିଓ ବନେଇ ଦେଲା
ଇଲୋ ମା mobile କି ମନ୍ତର କଲା?
ବୁଢ଼ା-ହାଡ଼ ଭେଣ୍ଡିଆଙ୍କୁ ରୋମିଓ ବନେଇ ଦେଲା
ମୋ କଥା ମିଛ ଯଦି ମାର ଥରେ bait

ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set

ଆଜିକାଲିକା ଯେତକ ପୁଅ ସବୁତ ଗୋଟେ ପେଚା
ରାତିରେ ତାଙ୍କୁ ନିଦ ହୁଏନି କାମୁଡ଼େ ପ୍ରେମ ବିଛା
ହେ ମିଛରେ ସିନା ଝିଅ ସାଙ୍ଗଙ୍କ ନିଅନ୍ତି ସିଏ ପଙ୍ଗା
ବନିଯାଆନ୍ତି ଧରମ ଭାଇ, recharge ଵାଲା मुर्गा
Dating ପାଇଁ ରାତି-ଦିନ ମାଗନ୍ତି ଖାଲି date

ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set

ଖାଇବାକୁ ତାଘରେ ନଥାଉ ଖୁଦ ଚାଉଳ ଭଜା
ଉଧାରି କରି ଝିଅପିଲାଙ୍କୁ ଖୁଆନ୍ତି hot Pizza
ହେ single କହି କେତେ ଝିଅଙ୍କୁ ପାଆନ୍ତି ସିଏ ଭଲ
ସବୁ ହିସାବ ମିଳିଯିବରେ ତାଙ୍କରି net ଖୋଲ

ମନେ-ମନେ ତ ରୋମିଓ ରାଜା
ଜାହିର ର duplicate

ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set



Credits
Writer(s): Nirmal Nayak, Baidya Nath Dash
Lyrics powered by www.musixmatch.com

Link