Aakhira Jharaka

ଆ ଆ ଆ ଆ ଆ ଆ ଆ
ଆ ଆ ଆ ଆ ଆ ଆ ଆ
ଧିନ ତା ନାନାନାନା
ଧିନ ତା ନାନାନାନା
ଧିନ ତା ନାନାନାନା
ଧିନ ତା ନାନାନାନା

ଆଖିର ଝରକା ସେପଖେ ହଜାରେ
ଝରକା ଏପାଖେ ତୁ
ହୃଦୟ ଦୁଆର ବାହାରେ ଗହଳି
ଦୁଆର ଭିତରେ ତୁ
ମୋ ପ୍ରଥମ ପ୍ରେମ ତୁ
ମୋ ପ୍ରଥମ ଖୁସି ତୁ
ମୋ ପ୍ରଥମ କାହଣୀ ତୁ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ

ହଲଦି ଲଗେଇ ଖୋରା ରେ ଗାଧେଇ
ଝିଲି ମିଲି ମୋ ସକାଲ
ତତେ ଖୋଜେ ଆଖି ଆଇନାରେ
କଜଲ ଲଗେଇ ସିଂଦୁର ସଜେଇ
ମୋ ହସସଂଜ ଆକାସ ତା
ଲାଜ କରେ ଜହ୍ନ ର ପ୍ରେମରେ
ମୋ ପ୍ରେମୋର ସ୍ୱପ୍ନ ତୁ
ମୋ ପ୍ରେମର ଉତ୍ତର ତୁ
ମୋ ପ୍ରେମ ର ପରିଖ୍ଯା ତୁ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ

ଭଲ ପାଇବାରେ ଜଦି ଆତ୍ମା ଥଏ
ହଜିଗଲେ ଆଉ ଥରେ
ଖୋଜିଲେ ବି ପ୍ରେମ ମିଲିଜାଏ
ଭୁଝି ମୁନ ନ ଥିଲି ପ୍ରେମ ଅଜି ଜାଏ
ସ୍ୱର୍ଥ ଥିଲେ ସର୍ଥ ଥିଲେ
ସତ ପ୍ରେମ ମିଛ ହେଇଜାଏ
ମୋର ପ୍ରଥମ ସ୍ୱପ୍ନ ତୁ
ମୋ ପ୍ରଥମ ଆସା ତୁ
ମୋ ପ୍ରଥମ ଭରସା ତୁ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ



Credits
Writer(s): Prem Anand, Srikant Goutam
Lyrics powered by www.musixmatch.com

Link