Ammitee Brukhya Ku Mun

ଏମିତି ବୃକ୍ଷକୁ ମୁଁ କଲି ଭରସା
ଏମିତି ବୃକ୍ଷକୁ ମୁଁ କଲି ଭରସା

ମୂଳ ନାହିଁ, ଡାଳ ନାହିଁ, ଅଛି ଖାଲି ଦାରୁ ହୋଇ
ମୂଳ ନାହିଁ, ଡାଳ ନାହିଁ, ଅଛି ଖାଲି ଦାରୁ ହୋଇ

ନାହିଁ ମୋର ଫଳରେ ଆଶା
ନାହିଁ ମୋର ଫଳରେ ଆଶା

ଏମିତି ବୃକ୍ଷକୁ ମୁଁ କଲି ଭରସା
ମୂଳ ନାହିଁ, ଡାଳ ନାହିଁ, ଅଛି ଖାଲି ଦାରୁ ହୋଇ

ନାହିଁ ମୋର ଫଳରେ ଆଶା
ନାହିଁ ମୋର ଫଳରେ ଆଶା

ଏମିତି ବୃକ୍ଷକୁ ମୁଁ କଲି ଭରସା
ଏମିତି ବୃକ୍ଷକୁ ମୁଁ କଲି ଭରସା

ସେ ବୃକ୍ଷର ଫୁଲ ଅଛି ପତର ନାହିଁ
ଖୋଜେ ମୁଁ ଜୀବନ ସାରା ତାହାରି ଛାଇ
ସେ ବୃକ୍ଷର ଫୁଲ ଅଛି ପତର ନାହିଁ
ଖୋଜେ ମୁଁ ଜୀବନ ସାରା ତାହାରି ଛାଇ

ସେ ବୃକ୍ଷର ନାମ ନାହିଁ, ସହଜରେ ମିଳେ ନାହିଁ
ସେ ବୃକ୍ଷର ନାମ ନାହିଁ, ସହଜରେ ମିଳେ ନାହିଁ

ହେଲେ ମୋର ଖୋଜିବା ନିଶା
ହେଲେ ମୋର ଖୋଜିବା ନିଶା

ଏମିତି ବୃକ୍ଷକୁ ମୁଁ କଲି ଭରସା
ଏମିତି ବୃକ୍ଷକୁ ମୁଁ କଲି ଭରସା

ସେ ବୃକ୍ଷକୁ ସୁମରିଲେ ମିଳଇ ପୁଣ୍ୟ
ସାଧୁ ସନ୍ଥ କଲେ ତାର ସନ୍ଧାନ
ସେ ବୃକ୍ଷକୁ ସୁମରିଲେ ମିଳଇ ପୁଣ୍ୟ
ସାଧୁ ସନ୍ଥ କଲେ ତାର ସନ୍ଧାନ

ଥରେ ତାକୁ ଗଲେ ପାଇ ଜୀବ ଯାଏ ମୋକ୍ଷ ହୋଇ
ଥରେ ତାକୁ ଗଲେ ପାଇ ଜୀବ ଯାଏ ମୋକ୍ଷ ହୋଇ

ମେଣ୍ଟିଯାଏ ମନର ତୃଷା
ମେଣ୍ଟିଯାଏ ମନର ତୃଷା

ଏମିତି ବୃକ୍ଷକୁ ମୁଁ କଲି ଭରସା
ଏମିତି ବୃକ୍ଷକୁ ମୁଁ କଲି ଭରସା

ମୂଳ ନାହିଁ, ଡାଳ ନାହିଁ, ଅଛି ଖାଲି ଦାରୁ ହୋଇ
ମୂଳ ନାହିଁ, ଡାଳ ନାହିଁ, ଅଛି ଖାଲି ଦାରୁ ହୋଇ

ନାହିଁ ମୋର ଫଳରେ ଆଶା
ନାହିଁ ମୋର ଫଳରେ ଆଶା

ଏମିତି ବୃକ୍ଷକୁ ମୁଁ କଲି ଭରସା
ମୂଳ ନାହିଁ, ଡାଳ ନାହିଁ, ଅଛି ଖାଲି ଦାରୁ ହୋଇ

ନାହିଁ ମୋର ଫଳରେ ଆଶା
ନାହିଁ ମୋର ଫଳରେ ଆଶା

ଏମିତି ବୃକ୍ଷକୁ ମୁଁ କଲି ଭରସା
ଏମିତି ବୃକ୍ଷକୁ ମୁଁ କଲି ଭରସା

ମୁଁ କଲି ଭରସା
ମୁଁ କଲି ଭରସା



Credits
Writer(s): Alekh Biswal, Kajal Kesh
Lyrics powered by www.musixmatch.com

Link