Rupasi Mananku Namaste
ହୁଁ, ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହୁଁ-ହୁଁ-ହୁଁ)
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଓ ସମସ୍ତେ
ଓଠରେ ମିଛ, ଗୋଲାପି ହସ
ଚୋରେଇ ନିଅ ମନ ଅଜାଣତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ଭସା ବାଦଲକୁ ଭରସା ନାହିଁ (ଲା-ଲା-ଲା)
ଆଜି ଅଛି ଏଠି ସେତ କାଲିକି ନାହିଁ (ଲା-ଲା-ଲା)
ତମେ ମାୟାବିନି ହୃଦୟହୀନା (ଲା-ଲା-ଲା)
ଆଜି ଯୁଇ, ଜାଇ ତମେ କାଲିକି ହେନା (ଲା-ଲା-ଲା)
ଭସା ବାଦଲକୁ ଭରସା ନାହିଁ (ଲା-ଲା-ଲା)
ଆଜି ଅଛି ଏଠି ସେତ କାଲିକି ନାହିଁ (ଲା-ଲା-ଲା)
ତମେ ମାୟାବିନି ହୃଦୟହୀନା (ଲା-ଲା-ଲା)
ଆଜି ଯୁଇ, ଜାଇ ତମେ କାଲିକି ହେନା
ହସ ତମର, ଭାରି ସୁନ୍ଦର
ଆଖିର ନିଦ ଲୁଟିନିଏ ସତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ତୁମ ପରଶରେ ଫୁଲର ଛୁଆଁ (ଲା-ଲା-ଲା)
ଫୁଲ ଦେହେ ଅଛି ପୁଣି ପ୍ରେମର ନିଆଁ (ଲା-ଲା-ଲା)
ଆଜି ତମେ ଚିହ୍ନା କାଲି ଅଚିହ୍ନା (ଲା-ଲା-ଲା)
ମୁଁ କହୁନାହିଁ କହେ ସାରା ଦୁନିଆଁ (ଲା-ଲା-ଲା)
ତୁମ ପରଶରେ ଫୁଲର ଛୁଆଁ (ଲା-ଲା-ଲା)
ଫୁଲ ଦେହେ ଅଛି ପୁଣି ପ୍ରେମର ନିଆଁ (ଲା-ଲା-ଲା)
ଆଜି ତମେ ଚିହ୍ନା କାଲି ଅଚିହ୍ନା (ଲା-ଲା-ଲା)
ମୁଁ କହୁନାହିଁ କହେ ସାରା ଦୁନିଆଁ
ପ୍ରେମ ତମର, ଦେଶୀ ଅତର
ଦି ଦିନ ରହି ଉଡ଼ିଯାଏ ସତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହୁଁ-ହୁଁ-ହୁଁ)
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ଓଠରେ ମିଛ, ଗୋଲାପି ହସ
ଚୋରେଇ ନିଅ ମନ ଅଜାଣତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ
ହେ, ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହା)
ଭଲରେ ଥାଅ ସମସ୍ତେ (ହୁଁ-ହୁଁ-ହୁଁ)
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଓ ସମସ୍ତେ
ଓଠରେ ମିଛ, ଗୋଲାପି ହସ
ଚୋରେଇ ନିଅ ମନ ଅଜାଣତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ଭସା ବାଦଲକୁ ଭରସା ନାହିଁ (ଲା-ଲା-ଲା)
ଆଜି ଅଛି ଏଠି ସେତ କାଲିକି ନାହିଁ (ଲା-ଲା-ଲା)
ତମେ ମାୟାବିନି ହୃଦୟହୀନା (ଲା-ଲା-ଲା)
ଆଜି ଯୁଇ, ଜାଇ ତମେ କାଲିକି ହେନା (ଲା-ଲା-ଲା)
ଭସା ବାଦଲକୁ ଭରସା ନାହିଁ (ଲା-ଲା-ଲା)
ଆଜି ଅଛି ଏଠି ସେତ କାଲିକି ନାହିଁ (ଲା-ଲା-ଲା)
ତମେ ମାୟାବିନି ହୃଦୟହୀନା (ଲା-ଲା-ଲା)
ଆଜି ଯୁଇ, ଜାଇ ତମେ କାଲିକି ହେନା
ହସ ତମର, ଭାରି ସୁନ୍ଦର
ଆଖିର ନିଦ ଲୁଟିନିଏ ସତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ତୁମ ପରଶରେ ଫୁଲର ଛୁଆଁ (ଲା-ଲା-ଲା)
ଫୁଲ ଦେହେ ଅଛି ପୁଣି ପ୍ରେମର ନିଆଁ (ଲା-ଲା-ଲା)
ଆଜି ତମେ ଚିହ୍ନା କାଲି ଅଚିହ୍ନା (ଲା-ଲା-ଲା)
ମୁଁ କହୁନାହିଁ କହେ ସାରା ଦୁନିଆଁ (ଲା-ଲା-ଲା)
ତୁମ ପରଶରେ ଫୁଲର ଛୁଆଁ (ଲା-ଲା-ଲା)
ଫୁଲ ଦେହେ ଅଛି ପୁଣି ପ୍ରେମର ନିଆଁ (ଲା-ଲା-ଲା)
ଆଜି ତମେ ଚିହ୍ନା କାଲି ଅଚିହ୍ନା (ଲା-ଲା-ଲା)
ମୁଁ କହୁନାହିଁ କହେ ସାରା ଦୁନିଆଁ
ପ୍ରେମ ତମର, ଦେଶୀ ଅତର
ଦି ଦିନ ରହି ଉଡ଼ିଯାଏ ସତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହୁଁ-ହୁଁ-ହୁଁ)
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ଓଠରେ ମିଛ, ଗୋଲାପି ହସ
ଚୋରେଇ ନିଅ ମନ ଅଜାଣତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ
ହେ, ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହା)
Credits
Writer(s): Prem Anand
Lyrics powered by www.musixmatch.com
Link
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.