Hrudya Keuthi Thaye

ନା ନା ରି ରା ନା ରେ
ନା ନା ରେ ରେ

ହୃଦୟ କେଉଁଠି ଥାଏ
କେହିତ ଜାଣେ ନା
ଛାତି ଚିରି ଖୋଜିଲେ ବି
ହୃଦୟ ମିଳେ ନା

କିଏ ଜିତେ କିଏ ହାରେ
ପ୍ରେମର ବାଯି ରେ
କେହି କେବେ ହାରେ ନାହି
ହୃଦୟ ଆଗରେ
ହଁସ ର ବଗିଚା ଶିଏ
ଲୁହର ଅଗଣା

ହୃଦୟ କେଉଁଠି ଥାଏ
କେହିତ ଜାଣେ ନା
ଛାତି ଚିରି ଖୋଜିଲେ ବି
ହୃଦୟ ମିଳେ ନା



Credits
Writer(s): Goodly Rath
Lyrics powered by www.musixmatch.com

Link