Mate Muhan Modi Jadi Chalijibu

ମତେ ମୁହଁ ମୋଡ଼ି ଯଦି ଚାଲିଯିବୁ
ଦିନେ ପସ୍ତେଇବୁ
ଦିନେ ପସ୍ତେଇବୁ

ହଁ, ମତେ ଏକା ଛାଡ଼ି ଯଦି ଚାଲିଯିବୁ
ଦିନେ ପସ୍ତେଇବୁ
ଦିନେ ପସ୍ତେଇବୁ

ଭଲରେ ତୁ କେବେ
ପାରିବୁନି ରହି
ପାରିବୁନି ହସି
ମତେ ଲୁହ ଦେଇ

ପାଇବୁନି ମତେ ତୁ ଯେବେ ଖୋଜିବୁ

ମତେ ମୁହଁ ମୋଡ଼ି ଯଦି ଚାଲିଯିବୁ
ଦିନେ ପସ୍ତେଇବୁ
ଦିନେ ପସ୍ତେଇବୁ

ନିଶା-ଶା-ଶା-ଶା-ଗାରେ-ଗାରେ
ନିଶା-ଶା-ଶା-ଶା-ରେଗା-ପାମା-ଗାରେ
ନିଶା-ଶା-ଶା-ଶା-ଗାରେ-ଗାରେ
ନିଶା-ଶା-ଶା-ଶା-ରେଗା-ପାମା-ଗାରେ

ନଜର ଚୋରେଇ କଥାହେଲେ ତୁହି
ମୁଁ ଜାଣିଛି ଭାବୁଛୁ ତୁ ଆଉ କା କଥା
ନିଶା-ଶା-ଶା-ଶା-ଗାରେ-ଗାରେ
ନିଶା-ଶା-ଶା-ଶା-ରେଗା-ପାମା-ଗାରେ
ମତେ ଧୋକା ଦେଇ, ଲୁଚେଇ-ଲୁଚେଇ
ଆମ ଏଇ ସମ୍ପର୍କ ର ଜାଳୁଛୁ ଚିତା

କରୁଛୁ ତୁ ଆଜି
ଯଉ ଅପରାଧ
ଶାସ୍ତି ପାଇବାକୁ
ହବୁ ଦିନେ ବାଧ୍ୟ

ନିଜର ଲୁହରେ ତୁ ନିଜେ ଭିଯିବୁ

ମତେ ମୁହଁ ମୋଡ଼ି ଯଦି ଚାଲିଯିବୁ
ଦିନେ ପସ୍ତେଇବୁ
ଦିନେ ପସ୍ତେଇବୁ

ନା-ନା-ଆ-ଆ-ଆ-ଆ-ଆ
ଆ-ଆ-ଆ-ଆ-ଆ-ଆ-ଆ
ନା-ନା-ଆ-ଆ-ଆ-ଆ-ଆ

ଭାଙ୍ଗି ମୋ ବିଶ୍ୱାସ
ଦବୁ ଯେବେ ବିଷ
ହସିହସି ପିଇଯିବି
ନ କରି ମନା

ନିଶା-ଶା-ଶା-ଶା-ଗାରେ-ଗାରେ
ନିଶା-ଶା-ଶା-ଶା-ରେଗା-ପାମା-ଗାରେ

ମୁଁ ଭାଙ୍ଗିବିନି
ତୋ ହୃଦୟ ସିନା
ଆଉ ଜଣେ ଭାଙ୍ଗିଦେଇ
କରିବ ଚୁନା

ଭଲ ପାଇ ମତେ
ଯିବୁ ଯେବେ ଭୁଲି
ସେ ସମୟ ଆଉ
ଫେରିବନି କାଲି

ପଛକୁ ତୁ ଆଉ କେମିତି ଫେରିବୁ

ମତେ ମୁହଁ ମୋଡ଼ି ଯଦି ଚାଲିଯିବୁ
ଦିନେ ପସ୍ତେଇବୁ
ଦିନେ ପସ୍ତେଇବୁ



Credits
Writer(s): Arun Kumar Mantri
Lyrics powered by www.musixmatch.com

Link