Dilwali (From "Jor Ka Jhatka")

ଆରେ इश्क़, जवानी, प्यार, मोहब्बत
ସବୁ ତ ଚାଇନା ମାଲ୍
ହଁ, ଫସିଗଲା ମୋର ଦିଲ୍ ବେଚାରା
ହେଇଗଲା बुरा हाल

ଆରେ ପୁଚ୍-ପୁଚ୍-ପୁଚୁ ତାର ପୁଚୁକା ଗାଲ
ହାଏରେ ମୋତେ କରିଦେଲା କି କଲବଲ
ହେ ପୁଚ୍-ପୁଚ୍-ପୁଚୁ ତାର ପୁଚୁକା ଗାଲ
ହାଏରେ ମୋତେ କରିଦେଲା କି କଲବଲ

दो घुट ରେ ତ full bottle
ହେଇଯାଉଛି ଖାଲି, ଖାଲି, ଖାଲି

ଦିଲବାଲି...
ଦିଲବାଲି ପଛରେ କାଇଁ ଗୋଡ଼େଇ ଗୋଡ଼େଇ ମଲି?
(ଓହୋ-ହୋ-ଓ-ଓ, ଓହୋ-ହୋ-ଓ-ଓ)
ଦିଲବାଲି ପଛରେ କାଇଁ ଗୋଡ଼େଇ ଗୋଡ଼େଇ ମଲି?
(ଓହୋ-ହୋ-ଓ-ଓ, ଲାଲା-ଲା-ଲା-ଲା)

ତାର false ଚାହାଣି ଟା ହାଏରେ
Danger (ଭାରି danger)
ମୋର ଛାତିରେ ମାରିଲା ହାଏରେ
खंज़र (ହଁ खंजर)

ଚୋରା ଚୋରା ହସ
ସତେ ଖାଣ୍ଟି ବିଷ
ମୋର life ଟାକୁ କଲା ସର୍ବନାଶ
ଚୋରା ଚୋରା ହସ
ସତେ ଖାଣ୍ଟି ବିଷ
ମୋର life ଟାକୁ କଲା ସର୍ବନାଶ

ଯେତେ ପିଇଲେ ଶୋଷ ମରୁନି
ଭଲ ନାମ ନେଇଗଲି, ଗଲି, ଗଲି

ଦିଲବାଲି...
ଦିଲବାଲି ପଛରେ କାଇଁ ଗୋଡ଼େଇ ଗୋଡ଼େଇ ମଲି?
(ଓହୋ-ହୋ-ଓ-ଓ, ଓହୋ-ହୋ-ଓ-ଓ)
ହେ, ଦିଲବାଲି ପଛରେ କାଇଁ ଗୋଡ଼େଇ ଗୋଡ଼େଇ ମଲି?
(ଓହୋ-ହୋ-ଓ-ଓ, ଲାଲା-ଲା-ଲା-ଲା)

ତାକୁ ଭାବିଥିଲି ମୋର ପ୍ରାଣ
ସଜନୀ (ହଁ ସଜନୀ)
ସିଏ ବନେଇଦେଲା ରେ ମତେ
ଗଜନୀ (ଆରେ ଗଜନୀ)

ତାର ରୂପ naughty
ପ୍ରେମ 420
ଆଜି ବୁଲୁଚି ମୁଁ ହେଇ ହତାଶ party
ତାର ରୂପ naughty
ପ୍ରେମ 420
ଆଜି ବୁଲୁଚି ମୁଁ ହେଇ ହତାଶ party

ତା ଠାରୁ ଭଲ दारू bottle
Love କରି ବୁଝିଗଲି, ଗଲି, ଗଲି

ଦିଲବାଲି...
ଦିଲବାଲି ପଛରେ କାଇଁ ଗୋଡ଼େଇ ଗୋଡ଼େଇ ମଲି?
(ଓହୋ-ହୋ-ଓ-ଓ, ଓହୋ-ହୋ-ଓ-ଓ)
ଦିଲବାଲି ପଛରେ କାଇଁ ଗୋଡ଼େଇ ଗୋଡ଼େଇ ମଲି?
(ଓହୋ-ହୋ-ଓ-ଓ, ଲାଲା-ଲା-ଲା-ଲା)



Credits
Writer(s): Nirmal Nayak, Abhijit Majumdar
Lyrics powered by www.musixmatch.com

Link