Tu Mora Janu Mun

ତୋ ଓଠ ଗାଏ ପ୍ରେମ ସରଗମ୍
ତୋ ଓଠ ଗାଏ ପ୍ରେମ ସରଗମ୍

ତା ସାଥିରେ ତାଳ ଦେଉଚି ହାଏ ମୋର धड़कन

ତୁ ମୋର जानू, ମୁଁ ତୋର जान-ए-मन
ମୁଁ ତୋର जानू, ତୁ ମୋର जान-ए-मन

ନାହିଁ ରେ ନାହିଁ ପ୍ରୀତିରେ शरम
ନାହିଁ ରେ ନାହିଁ ପ୍ରୀତିରେ शरम

ତୋ ସାଥିରେ ସଦା ରହିବି ଖାଉଚି ମୁଁ ଏ कसम

ମୁଁ ତୋର जानू, ତୁ ମୋର जान-ए-मन
ମୁଁ ତୋର जानू, ତୁ ମୋର जान-ए-मन
ତୁ ମୋର जानू, ମୁଁ ତୋର जान-ए-मन
ତୁ ମୋର जानू, ମୁଁ ତୋର जान-ए-मन

ଭଅଁର ପଦୁଅଁ ପ୍ରେମ ଯେମିତି
ଭଲ ମୁଁ ପାଏ ତତେ ସେମିତି
ପଦୁଅଁ ସିନା ହଁ ନିଏ ଜୀବନ
ହେଲେ ତୋପାଇଁ ମୁଁ ଦେବି ଜୀବନ

ଆମ ବନ୍ଧନ ସାତ ଜନ୍ମର, ସେ ପାଇଁ ଆମ जनम

ମୁଁ ତୋର जानू, ତୁ ମୋର जान-ए-मन
ମୁଁ ତୋର जानू, ତୁ ମୋର जान-ए-मन
ତୁ ମୋର जानू, ମୁଁ ତୋର जान-ए-मन
ତୁ ମୋର जानू, ମୁଁ ତୋର जान-ए-मन

ଜିଇଁବା ସାଥେ ହଁ ସାଥେ ମରିବା
ଏ ପ୍ରେମ ପାଇଁ କିଛି କରିବା
ବଇରୀ ଆଜି ଏ ସାରା ଦୁନିଆଁ
ସହି ନହେଲେ ଜୀବନ ଦେବା

ସବୁ ପଢ଼ିବେ ପ୍ରେମ ଗ୍ରନ୍ଥରେ ଆମ ଅନ୍ତେ ଆମ नज़म

ତୁ ମୋର जानू, ମୁଁ ତୋର जान-ए-मन
ତୁ ମୋର जानू, ମୁଁ ତୋର जान-ए-मन
ମୁଁ ତୋର जानू, ତୁ ମୋର जान-ए-मन
ମୁଁ ତୋର जानू, ତୁ ମୋର जान-ए-मन

ତୁ ମୋର जानू, ମୁଁ ତୋର जान-ए-मन
ମୁଁ ତୋର जानू, ତୁ ମୋର जान-ए-मन



Credits
Writer(s): Sushil Dalai
Lyrics powered by www.musixmatch.com

Link