Medha Dekhiba Ku Jiba

ଆରେ, मेहबूबा, मेहबूबा, मेहबूबा
ଚାଲ୍ ଟିକେ ମେଢ଼ ଦେଖିବାକୁ ଯିବା
ଚାଲ୍ ଟିକେ ଅଲଗା କଥା ହବା

ହେଇ, मेहबूबा, मेहबूबा, मेहबूबा
ଚାଲ୍ ଟିକେ ମେଢ଼ ଦେଖିବାକୁ ଯିବା
ଚାଲ୍ ଟିକେ ଅଲଗା କଥା ହବା

ଆରେ ନେଇଯିବି ତତେ baby Pulsar ରେ ଉଡେଇ
Local ଟୋକା ଦେଖିବେ କାଳେ ମୁହଁ ରଖିଥିବୁ ଘୋଡେଇ

Whole night प्यार କରିବା, ହାଏ रब्बा, ହାଏ रब्बा

ଏଇ, मेहबूबा, मेहबूबा, मेहबूबा
ଚାଲ୍ ଟିକେ ମେଢ଼ ଦେଖିବାକୁ ଯିବା
ଚାଲ୍ ଟିକେ ଅଲଗା କଥା ହବା, ହବା
ଏ, ଆଲୋ ରମ୍ଭା ମେନକା
ମଲ୍ଲି ଫୁଲ ଗୋଟା ତୋର ଗୋରା ଦେହଟା
ଦେଖି ଦେଖି ଟେରା ହେବେ ଲଫଙ୍ଗା ଟୋକା

ହଁ, ଏ, ଆଲୋ ରମ୍ଭା ମେନକା
ମଲ୍ଲି ଫୁଲ ଗୋଟା ତୋର ଗୋରା ଦେହଟା
ଦେଖି ଦେଖି ଟେରା ହେବେ ଲଫଙ୍ଗା ଟୋକା

ଆଲୋ ଗୁଗୁଲି ଗୁଗୁଲି figure ତୋର ଦବ ଯିଏ ନଜର
ଜାଣିଥା ଲୋ ତା ପାଇଁକି ହେବି ଭାରି danger

ପୂଜା ପାଣ୍ଡେଲ ପଛ ପଟେ selfie ଉଠେଇ ଦବା

ଏଇ, मेहबूबा, मेहबूबा, मेहबूबा
ଚାଲ୍ ଟିକେ ମେଢ଼ ଦେଖିବାକୁ ଯିବା
ଚାଲ୍ ଟିକେ ଅଲଗା କଥା ହବା, ହବା
ଏ, ଆଲୋ ନାଲି ମେହେନ୍ଦି
ଗଲେ ଥରେ ତୁ ପଟି ରେ, shampoo ବାଲା ଚୁଟିରେ
ଅନ୍ଧାରିଆ ଦେବି ଧନ ଗଜରା ବାନ୍ଧି

ଆରେ, ଏ ଆଲୋ ନାଲି ମେହେନ୍ଦି
ଗଲେ ଥରେ ତୁ ପଟି ରେ, shampoo ବାଲା ଚୁଟିରେ
ଅନ୍ଧାରିଆ ଦେବି ଧନ ଗଜରା ବାନ୍ଧି

जुगनी-जुगनी जवानी ତୋର ଯିବ କାଳେ ଝାଉଁଳି
ଗୁପୁଚୁପରେ ଖଟା ପାଣି ପିଇବୁ ନାହିଁ ପକେଇ

ଖୁଏଇଦେବି ମଲେଇ କୁଲଫି, କହୁଥିବୁ तौबा तौबा

ଏଇ, मेहबूबा, मेहबूबा, मेहबूबा
ଚାଲ୍ ଟିକେ ମେଢ଼ ଦେଖିବାକୁ ଯିବା
ହାଁ, ଚାଲ୍ ଟିକେ ଅଲଗା କଥା ହବା, ହବା



Credits
Writer(s): Abhijit Majumdar
Lyrics powered by www.musixmatch.com

Link