Tora Kamli Kamli Aakhi

ତୋର कमली-कमली ଆଖି, रेशमी-रेशमी ଓଠ
ରଖିଦଉନି ଓରେ सोणियों
ତୋର सावली-सावली ମୁହଁ, नशीला-नशीला ଦେହ
ମାରିଦେଲାଣି ଓରେ सोणियों

ମୋ ସଙ୍ଗୀତର ତୁ ମିଠା ବଂଶୀ
ମୋ ସପନର ତୁ ରାଜହଂସୀ
ତୋର ଠୁମକ୍-ଠୁମକ୍ ଚାଲି, କଲା ମତେ କିଲିବିଲି
ଶୋଇ ଦଉନି ଓରେ सोणियों

ତୋର कमली-कमली ଆଖି, रेशमी-रेशमी ଓଠ
ରଖିଦଉନି ଓରେ सोणियों
ତୋର सावली-सावली ମୁହଁ, नशीला-नशीला ଦେହ
ମାରିଦେଲାଣି ଓରେ सोणियों
ମାରିଦେଲାଣି ଓରେ सोणियों

ତୁ ଋତୁଟେ ନୂଆ ଚିତ୍ରଲେଖା
ତୁ ଫୁଲଟେ ନୂଆ ଅନାମିକା
ମୋ ଜୀବନେ ଆସି ଏକା-ଏକା
ଏ ମନକୁ କଲୁ କିଣା-ବିକା

ତୁ ଋତୁଟେ ନୂଆ ଚିତ୍ରଲେଖା
ତୁ ଫୁଲଟେ ନୂଆ ଅନାମିକା
ମୋ ଜୀବନେ ଆସି ଏକା-ଏକା
ଏ ମନକୁ କଲୁ କିଣା-ବିକା

ମୋ ଚଲାବାଟେ ତୁ ମିଠା-ନଈ
ତୁ ଶାୟରୀଟେ ମୋ ପ୍ରେମ ପାଇଁ
ତୋର ହଲ୍କା-ହଲ୍କା ନିଶା, ମଲକା-ମଲକା ଭାଷା
ସାରିଦେଲାଣି ଓରେ सोणियों

ତୋର कमली-कमली ଆଖି, रेशमी-रेशमी ଓଠ
ରଖିଦଉନି ଓରେ सोणियों
ତୋର सावली-सावली ମୁହଁ, नशीला-नशीला ଦେହ
ମାରିଦେଲାଣି ଓରେ सोणियों
ମାରିଦେଲାଣି ଓରେ सोणियों

ତୋ ରଙ୍ଗରେ ମତେ ଭିଜେଇଲୁ
ତୋ ପ୍ରେମରେ ମତେ ହଜେଇଲୁ
ଏଇ ହୃଦୟ ଥିଲା ଛୋଟ ପିଲା
ତୁ ଦିୱାନା ତାକୁ ସଜେଇଲୁ

ଓ, ତୋ ରଙ୍ଗରେ ମତେ ଭିଜେଇଲୁ
ତୋ ପ୍ରେମରେ ମତେ ହଜେଇଲୁ
ଏଇ ହୃଦୟ ଥିଲା ଛୋଟ ପିଲା
ତୁ ଦିୱାନା ତାକୁ ସଜେଇଲୁ

ତୁ ବସିଛୁ ମୋ ଆଖି ପଲକରେ
ତୁ ବାସୁଛୁ ମୋ ପ୍ରତି ନିଶ୍ୱାସରେ
ତୋର महका-महका ଛୁଆଁ, बहका-बहका ପ୍ରିୟା
ଭୁଲି ହଉନି ଓରେ सोणियों

ତୋର कमली-कमली ଆଖି, रेशमी-रेशमी ଓଠ
ରଖିଦଉନି ଓରେ सोणियों
ତୋର सावली-सावली ମୁହଁ, नशीला-नशीला ଦେହ
ମାରିଦେଲାଣି ଓରେ सोणियों
ମାରିଦେଲାଣି ଓରେ सोणियों



Credits
Writer(s): Baidyanath Dash, Nirmal Nayak
Lyrics powered by www.musixmatch.com

Link