Darling Dakibi Na Laila

ଆରେ, नीली-नीली आँखों वाली
ଘାୟଲ କଲୁ ମୋର ଦିଲ୍, ଦିଲ୍, ଦିଲ୍

नीली-नीली आँखों वाली
ଘାୟଲ କଲୁ ମୋର ଦିଲ୍, ଦିଲ୍, ଦିଲ୍
ହଁ, ତୋ ପାଇଁକି ओ, रे शोना
जीना ହେଲା मुश्किल

ତତେ darling ଡାକିବି ନା ଲୈଲା?
ମନ କିଲବିଲ୍ କିଲବିଲ୍ କରିଦେଲା

ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା
ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା
ତୁ କଉଠି ଥିଲୁ ଲୋ ଲାଲ ମନ୍ଦାର?
ଭାରି ସୁନ୍ଦରୀ ଦିଶୁଛୁ
ତୋର ଝୁମୁର-ଝୁମୁର ଚାଲି ଭାରି ସୁନ୍ଦର
ମୋର ସପନେ ଆସୁଛୁ

ହେ, ତୋର ଆଖିରେ ଆଖିରେ current ଦେଇ
ଛାତି ଜଳେଇ ଦଉଛୁ
ମୋହର दिल दरवाजा ହଲେଇ ଦେଇ
ମତେ ପାଗଲା କରୁଛୁ

ହାଏ ରେ शोना, ତୁନକ୍-ତୁନା
ରହି ପାରୁନି ମୁଁ ତୋ ବିନା

ତତେ darling ଡାକିବି ନା ଲୈଲା?
Body ସଲସଲ-ସଲସଲ ଖାଲି ହେଲା

ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା
ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା
ଆଲୋ sweet figure ବାଲି ନୂଆ ଶର୍ମିଲି
କେତେ cutting ମାରୁଛୁ
ତୋର नाम, पता ମତେ ଦେଇଦେ जानू
କାହିଁ tension ଦଉଛୁ?

ତୋର ମିଷ୍ଟି-ମିଷ୍ଟି ହସ ମସ୍ତ ଲାଗୁଛି
ଆଲୋ ଚିକିନି ଚାନ୍ଦିନୀ
ତତେ दुल्हन ବନେଇ ମୁଁ ନେଇଯିବି ଲୋ
ଆଉ ସମ୍ଭାଳି ପାରୁନି

ଟୋକା ପରା ମୁଁ जिगर वाला
ତୋ ପାଖରେ ମନ ଚିପିକି ଗଲା

ତତେ darling ଡାକିବି ନା ଲୈଲା?
जान ଟିଣିନାଙ୍ଗ୍-ଟିଣିନାଙ୍ଗ୍ ହେଇଗଲା

ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା
ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା

ହଁ, ହାଏ ରେ ନାନୀ ତୋର୍ ବିନ୍ଦିଆ
ରାତିସାରା ମୋର୍ निंदिया ଉଡେଇ ନେଲା



Credits
Writer(s): Abhijit Majumdar
Lyrics powered by www.musixmatch.com

Link