Jay Maa Omkara

ସିନ୍ଦୂର ମଣ୍ଡିତ ବ୍ରହ୍ମ ମାହେଶ୍ଵରୀ, ମା ଗୋ ସିଂହବାହିନୀ
ମନ୍ଦାର ମଣ୍ଡିତା ନମ ସର୍ବେଶ୍ୱରି, ମା ଗୋ ସର୍ବକାରିଣି

ସିନ୍ଦୂର ମଣ୍ଡିତ ବ୍ରହ୍ମ ମାହେଶ୍ୱରୀ, ମା ଗୋ ସିଂହବାହିନୀ
ମନ୍ଦାର ମଣ୍ଡିତା ନମ ସର୍ବେଶ୍ଵରି, ମା ଗୋ ସର୍ବକାରିଣି

ପୀଠେ ପୀଠେ ହେଇଚୁ ଉଭା, ଘଟି ଘଟି ପାଉଛୁ ପୂଜା
ପାର୍ବଣରେ ଭକତି ଭିଜା, ମା ତୋର ଉଡୁଛି ଧ୍ଵଜା
ଗଗନ ପବନ ଗାଏ ମା ତୋ ଜୟକାରା

ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା

ସତ୍ତ୍ଵଗୁଣି ମା ଗୋ ତୁ ମହାସରସ୍ଵତୀ
ଗଜଗୁଣୀ ମା ଗୋ ମହାଲକ୍ଷ୍ମୀ ଠାକୁରାଣୀ

ତମଗୁଣୀ ମା ଗୋ ତୁ ଦୁର୍ଗତିନାସିନୀ
ତୁହି ଦୟା କ୍ଷମା ଶାନ୍ତି ମୋକ୍ଷଦାୟିନୀ

କେ ପାରେ ବଖାଣି ମା ତୋ ମହିମା?
ଅପାର ଅପାର ମା ତୋ କରୁଣା, ତୋ ଗରିମା, ମମତା ଭରା ମା

ପୀଠେ ପୀଠେ ହେଇଚୁ ଉଭା, ଘଟି ଘଟି ପାଉଛୁ ପୂଜା
ପାର୍ବଣରେ ଭକତି ଭିଜା, ମା ତୋର ଉଡୁଛି ଧ୍ଵଜା
ଗଗନ ପବନ ଗାଏ ମା ତୋ ଜୟକାରା

ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା

ଆଦିମାତା ରୂପେ ସ୍ମିତହାସ୍ୟରେ ମା, ଗଢିଦେଲୁ ଏଇ ସଂସାର ସାରା ଦୁନିଆଁ
ଜନମ ଆଗରୁ ଜୀବନ ଦେଇଛୁ, ଭାଗ୍ୟର ଲେଖନୀ ଧରିଛୁ ପାନିମା
ଜୀବନ କଳସୀ ଭରି ଦେ ଗୋ ମା
ତୋ କରୁଣା ଦାନେ ଧନ୍ୟ କରିଦେ ମା
ମା ଗୋ ମା, ପିଉସ ଭରା ମା

ପୀଠେ ପୀଠେ ହେଇଚୁ ଉଭା, ଘଟି ଘଟି ପାଉଛୁ ପୂଜା
ପାର୍ବଣରେ ଭକତି ଭିଜା, ମା ତୋର ଉଡୁଛି ଧ୍ଵଜା
ଗଗନ ପବନ ତୋ ଗା ଏ ମା ତୋ ଜୟ କାରା

ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା
ମା, ଜୟ ମା ଓମ୍-କାରା



Credits
Writer(s): Kamlesh Chakraborty Unknown Composer, Ratan Pujhari Unknown Composer
Lyrics powered by www.musixmatch.com

Link