Nagin Nagin

ଓ ଖୁଲମ-ଖୁଲା whistle ମାରି
Start କଲୁ love story
ବୁଲି ଖଟି ସବୁ ଭୁଲି
ତୋ ପାଇଁ ବୁଲେ ଘିରି-ଘିରି
ଆରେ hero ହେଇ ତୋର life ରେ କେବେଲୋ କରିବି କହ ମୁଁ in?

ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन
ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन, नागिन, नागिन, नागिन, नागिन

ଆରେ ଅଙ୍କା-ବଙ୍କା ହାଏ ତୋର snake ବାଲା ଚାଲି
ଛାତି ତଳେ बिन ବଯାଏ ମୋର daily-daily
ହାଏ, ତୋ ଆଖିରେ ଯେବେ ମୋର ଆଖି ଖେଳ ଚାଲେ
तनु डोले, मोनू डोले ସବୁକିଛି हुल्ले

ଯବାନୀର ଚୋଟ ମାରି
କରିଦେଲୁ ମନ ଚୋରି
ତୋ ପ୍ରେମର ବିଶ୍ୱଜ୍ୱାଳା
ଜଳିଯାଏ ଥିରି-ଥିରି
ତୋର ମୋର କେବେ romance ହବ କହ?
ଆଗେଇବ love scene

ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन
ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन

काले, काले जुल्फों वाली ଲାଗୁଛୁଲୋ ଚୋଖା
ତୁ କହିଲେ जान ଦବ ତୋ ପାଇଁ ଏ ଟୋକା
ଆରେ ଥରେ ଖାଲି heart ଖୋଲି ପାଇଯାଲୋ ଭଲ
January ରୁ December କରିବି ତତେ ଗେଲ

କହେ ମୋ जख्मी ଦିଲ छोरी
ଲାଖିଯା medicine ପରି
ତୋ ପ୍ରେମର ମଲମରେ
जखम ସବୁ ଯିବ ଭରି
Darling ତୋର ଲାଗି ହେଲି ପ୍ରେମରୋଗୀ
ତୁ ପରା ମୋ Vitamin

ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन
ମୋ heroine ତୋ ପାଇଁ ଦିଲ ହୁଏ नागिन, नागिन, नागिन,
नागिन, नागिन, नागिन, नागिन, नागिन, नागिन, नागिन



Credits
Writer(s): Malaya Mishra Unknown Composer, Subash Mishra Unknown Composer
Lyrics powered by www.musixmatch.com

Link