Dulhan Hei (From "Jor Ka Jhatka")

ହଁ, କେତେ ଦିନ ମୋ ବୋଉ ଆଉ ରାନ୍ଧିବ?
ବାପାଙ୍କର ଗୋଡ଼ କିଏ ଆସି ଘଷିବ? ହଁ-ହଁ
ଆରେ କେତେ ଦିନ ମୋ ବୋଉ ଆଉ ରାନ୍ଧିବ?
ବାପାଙ୍କର ଗୋଡ଼ କିଏ ଆସି ଘଷିବ?

Love ତୋର ବାଣ୍ଟିଦେ ତୁ day ରୁ night
ଘର ମୋର ଚମକିବ ସତେ L.E.D light
Permanent address ତୋର change କରି ଆ

ଚାଲିଆ...
ଆରେ ଚାଲିଆ, ତୁ ଚାଲିଆ
ମୋର दुलहन ହେଇ ଚାଲିଆ
ଚାଲିଆ, ତୁ ଚାଲିଆ
ମୋର सनम ହେଇ ଚାଲିଆ
ହଁ ଚାଲିଆ, ତୁ ଚାଲିଆ
ମୋ दूल्हे-राजा ତୁ ଚାଲିଆ
ଚାଲିଆ, ତୁ ଚାଲିଆ
ମୋ ସବାରୀ ନେଇ ଚାଲିଆ

ହଁ, ଏତେ ସହଜ ନୁହେଁ Hero ତୋ ଘରକୁ ନବୁ
ନବୁ ଯଦି promise କର କଣ କଣ ଦବୁ
ଆରେ, ଏତେ ସହଜ ନୁହେଁ hero ତୋ ଘରକୁ ନବୁ
ନବୁ ଯଦି promise କର କଣ କଣ ଦବୁ

ମୋ ATM number, ମୋ detail ଖବର
Hold ରେ ତତେ ଛାଇ ଦେବି, ଦେଖିବ ଦୁନିଆଁ

ଚାଲିଆ...
ଏ ଚାଲିଆ, ତୁ ଚାଲିଆ
ମୋର दुलहन ହେଇ ଚାଲିଆ
ଚାଲିଆ, ତୁ ଚାଲିଆ
ମୋର सनम ହେଇ ଚାଲିଆ
ହଁ ଚାଲିଆ, ତୁ ଚାଲିଆ
ମୋ दूल्हे-राजा ତୁ ଚାଲିଆ
ଚାଲିଆ, ତୁ ଚାଲିଆ
ମୋ ସବାରୀ ନେଇ ଚାଲିଆ

ହଁ, Mrs. ଯଦି ହେବି ମୁଁ ତୋର କରିଦେ condition
ମୋତେ ଛାଡ଼ି ତୁ ଆଉ କାହାକୁ ଦବୁନି ତୋର ମନ
ଆରେ Mrs. ଯଦି ହେବି ମୁଁ ତୋର କରିଦେ condition
ମୋତେ ଛାଡ଼ି ତୁ ଆଉ କାହାକୁ ଦବୁନି ତୋର ମନ

ଏ ଦିଲର connection ନେହେଁ only ଗୋଟେ ଦିନ
ସାତ ଜନମକୁ booking କଲି, ତୁ ମୋ जानियाँ

ଚାଲିଆ...
ହାଏ, ଚାଲିଆ, ତୁ ଚାଲିଆ
ମୋର दुलहन ହେଇ ଚାଲିଆ
ଚାଲିଆ, ତୁ ଚାଲିଆ
ମୋର सनम ହେଇ ଚାଲିଆ
ଆ, ଚାଲିଆ, ତୁ ଚାଲିଆ
ମୋ दूल्हे-राजा ତୁ ଚାଲିଆ
ଚାଲିଆ, ତୁ ଚାଲିଆ
ମୋ ସବାରୀ ନେଇ ଚାଲିଆ



Credits
Writer(s): Nirmal Nayak, Abhijit Majumdar
Lyrics powered by www.musixmatch.com

Link