Jagannath Chari Akharya
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣରେ ଯିଏ ଲୋ ସଜନୀ ଭାଗବତରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଚାରି ଯୁଗ, ଚାରି ବେଦରେ ଅଛନ୍ତି ନାରାୟଣ
ଚାରି ଦିଗ, ଚାରି ଧାମରେ ପ୍ରଭୁ କଳାବଦନ
ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ୪ ହାତରେ ଧରି
ଧରମର ଟେକ ରଖନ୍ତି, ପାପ ବିନାଶ କରି
କପିଧ୍ଵଜ ଚାରି ଅକ୍ଷର
ନନ୍ଦିଘୋଷ ଚାରି ଅକ୍ଷର
କପିଧ୍ଵଜ ଚାରି ଅକ୍ଷର
ନନ୍ଦିଘୋଷ ଚାରି ଅକ୍ଷର
କପିଧ୍ୱଜରେ ଯିଏ ଲୋ ସଜନୀ ନନ୍ଦିଘୋଷରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର ଜପିବି ମନ୍ତର
ଚଉବର୍ଗ ଫଳ ମିଳଇ, ଜୀବ ପାଏ ଉଦ୍ଧାର
ଜନମ ଯାତନା ତେଜି ସେ ଯାଏ ବୈକୁଣ୍ଠପୁର
ମାୟାର ସଂସାର ତା'ପାଇଁ ହୁଏ ଲକ୍ଷ୍ମଣ-ଗାର
ବୃନ୍ଦାବନ ଚାରି ଅକ୍ଷର
ଶ୍ରୀମନ୍ଦିର ଚାରି ଅକ୍ଷର
ବୃନ୍ଦାବନ ଚାରି ଅକ୍ଷର
ଶ୍ରୀମନ୍ଦିର ଚାରି ଅକ୍ଷର
ବୃନ୍ଦାବନରେ ଯିଏ ଲୋ ସଜନୀ ଶ୍ରୀମନ୍ଦିରରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣରେ ଯିଏ ଲୋ ସଜନୀ ଭାଗବତରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣରେ ଯିଏ ଲୋ ସଜନୀ ଭାଗବତରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଚାରି ଯୁଗ, ଚାରି ବେଦରେ ଅଛନ୍ତି ନାରାୟଣ
ଚାରି ଦିଗ, ଚାରି ଧାମରେ ପ୍ରଭୁ କଳାବଦନ
ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ୪ ହାତରେ ଧରି
ଧରମର ଟେକ ରଖନ୍ତି, ପାପ ବିନାଶ କରି
କପିଧ୍ଵଜ ଚାରି ଅକ୍ଷର
ନନ୍ଦିଘୋଷ ଚାରି ଅକ୍ଷର
କପିଧ୍ଵଜ ଚାରି ଅକ୍ଷର
ନନ୍ଦିଘୋଷ ଚାରି ଅକ୍ଷର
କପିଧ୍ୱଜରେ ଯିଏ ଲୋ ସଜନୀ ନନ୍ଦିଘୋଷରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର ଜପିବି ମନ୍ତର
ଚଉବର୍ଗ ଫଳ ମିଳଇ, ଜୀବ ପାଏ ଉଦ୍ଧାର
ଜନମ ଯାତନା ତେଜି ସେ ଯାଏ ବୈକୁଣ୍ଠପୁର
ମାୟାର ସଂସାର ତା'ପାଇଁ ହୁଏ ଲକ୍ଷ୍ମଣ-ଗାର
ବୃନ୍ଦାବନ ଚାରି ଅକ୍ଷର
ଶ୍ରୀମନ୍ଦିର ଚାରି ଅକ୍ଷର
ବୃନ୍ଦାବନ ଚାରି ଅକ୍ଷର
ଶ୍ରୀମନ୍ଦିର ଚାରି ଅକ୍ଷର
ବୃନ୍ଦାବନରେ ଯିଏ ଲୋ ସଜନୀ ଶ୍ରୀମନ୍ଦିରରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣ ଚାରି ଅକ୍ଷର
ଭାଗବତ ଚାରି ଅକ୍ଷର
ରାମାୟଣରେ ଯିଏ ଲୋ ସଜନୀ ଭାଗବତରେ ସିଏ
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
ଜଗନ୍ନାଥ ଚାରି ଅକ୍ଷର
Credits
Lyrics powered by www.musixmatch.com
Link
Other Album Tracks
Altri album
- Sanam Tu Suhana (Original Motion Picture Soundtrack) - EP
- Malaya Mishra Hits
- Om Swaaha
- Om Swaaha Title Song (From "Om Swaaha")
- Gariba Bapara Pua (From "Om Swaaha")
- Hukka Bar (From "Om Swaaha")
- Anyamanaska (From "Om Swaaha")
- Chham Chham Kahe Rupa Paunji (From "Baazi")
- Akhi Je Tara Samuka (From "Baazi")
- Emiti Eka Chehera (From "Baazi")
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.