Janha Re

ଜହ୍ନରେ, ତୁ ବି ଏକା, ମୁଁ ବି ଏକା
ଜହ୍ନରେ, ତୁ ବି ଏକା, ମୁଁ ବି ଏକା

ଲାଗିଛି ନାମେ ମୋ କେତେଯେ କଳଙ୍କ
ଲାଗିଛି ନାମେ ମୋ କେତେଯେ କଳଙ୍କ
ତନୁରେ ତୋର କଳା ଶଶାଙ୍କ

ନିସଙ୍ଗେ ମୋ ମନ ଝୁରେ ସଖା
ତୋ ମନ ଝୁରେ ସଖା

ଜହ୍ନରେ, ତୁ ବି ଏକା, ମୁଁ ବି ଏକା
ଜହ୍ନରେ, ତୁ ବି ଏକା, ମୁଁ ବି ଏକା

ଆମର ନାମେ କେତେ ପ୍ରିୟ ତା କବିତା
ସୁଭାଷ ସୁଲଳିତ ଗାଥା
ଆମର ନାମେ କେତେ ପ୍ରିୟ ତା କବିତା
ସୁଭାଷ ସୁଲଳିତ ଗାଥା

କେହିଯେ...
କେହିଯେ...

ନବୁଝି ତୋର ବ୍ୟଥା, ନବୁଝି ମୋର ବ୍ୟଥା
ନବୁଝି ତୋର ବ୍ୟଥା, ନବୁଝି ମୋର ବ୍ୟଥା
ନବୁଝନ୍ତି ଆମ ମନ ବ୍ୟଥା

ଜହ୍ନରେ, ତୁ ବି ଏକା, ମୁଁ ବି ଏକା
ତୁ ବି ଏକା, ମୁଁ ବି ଏକା

ନିଷିଥେ ପ୍ରେମୀ ମୁଁ ଅସର
ପାଗଳ ତୋ ପାଇଁ ଚୋକର
ନିଷିଥେ ପ୍ରେମୀ ମୁଁ ଅସର
ପାଗଳ ତୋ ପାଇଁ ଚୋକର

ଦିବରୀ...
ଦିବରୀ...

ଭୁଲନ୍ତି ତୋର କଥା, ଭୁଲନ୍ତି ମୋର କଥା
ଭୁଲନ୍ତି ତୋର କଥା, ଭୁଲନ୍ତି ମୋର କଥା
ଏ ଜୀବନେ ଆମେ ବି ରହିତା

ଜହ୍ନରେ, ତୁ ବି ଏକା, ମୁଁ ବି ଏକା

ଆଖି ମୋ ପୁଣି ଆଜି ଲୁହର ଶ୍ରାବଣ
ନମାନେ ଅବୁଝା ଏ ମନ
ଆଖି ମୋ ପୁଣି ଆଜି ଲୁହର ଶ୍ରାବଣ
ନମାନେ ଅବୁଝା ଏ ମନ

କିଏ ସେ?...
କିଏ ସେ?...

ବୁଝି ମୋ ତନ ଭାଷା, କହିବ ମନ ଭାଷା
ବୁଝି ମୋ ତନ ଭାଷା, କହିବ ମନ ଭାଷା
ଦୂର ହେବ କେବେ ଏ ବିଭାଷା?

ଜହ୍ନରେ, ତୁ ବି ଏକା, ମୁଁ ବି ଏକା
ତୁ ବି ଏକା, ମୁଁ ବି ଏକା
ଜହ୍ନରେ, ତୁ ବି ଏକା, ମୁଁ ବି ଏକା
ତୁ ବି ଏକା, ମୁଁ ବି ଏକା
ତୁ ବି ଏକା, ମୁଁ ବି ଏକା



Credits
Writer(s): Prabir Dash, Tarakanta Panda, Nazia Alam
Lyrics powered by www.musixmatch.com

Link