Tu Mora Swapanara

ତୁ ମୋର, ସ୍ୱପ୍ନର ସୁନେଲି ସନ୍ଧ୍ୟା
ଦେଇଛି ମୁଁ ତୋର ନାଁ
(କୁହନ୍ତୁ! କୁହନ୍ତୁ ନା, please)
(କହି ପାରିବେନି? ତା ନାଁ ହଉଛି)
ରଜନୀଗନ୍ଧା

ତୁ ମୋର, ସ୍ୱପ୍ନର ସୁନେଲି ସନ୍ଧ୍ୟା
ଦେଇଛି ମୁଁ ତୋର ନାଁ

ରଜନୀଗନ୍ଧା

(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା

ସବୁଜ ଏ ତରୁଲତା, ସବୁଜ ଏଇ ବନ
ଓ, ସବୁଜ ଏ ତରୁଲତା, ସବୁଜ ଏଇ ବନ
ସବୁଠୁ ବେସି ସବୁଜ, ତୋର ଏ ଅବୁଝା ମନ

ତୋ ଆଖିରେ ଦେଖିଛି ମୁଁ ସପନର ଭିଡ଼
ତୁ ଦେଇଛୁ ଜୀବନକୁ ନୁଆଁ ଏକ ମୋଡ଼
ତୁ ମୋର ଚପଳ ଛନ୍ଦା

ରଜନୀଗନ୍ଧା

(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା

ମୋର ଏ ଗୀତର ଢେଉ (ଆ)
ଅଳସ ଯେବେ ଭାଙ୍ଗେ
ଓ, ମୋର ଏ ଗୀତର ଢେଉ (ଆ)
ଅଳସ ଯେବେ ଭାଙ୍ଗେ

ତୋର ସେ କୋମଳ ପାଦେ
ରୁମଝୁମ ନୂପୁର ବାଜେ

ଏ ଜୀବନେ ଯେତେ ଝଡ଼, ଆସୁ ଯେତେ ବାଧା
ତୋର ମୋର ଗଳ୍ପ କେବେ ରହିବନି ଅଧା
ତୁ ମୋର ଅଳକାନନନ୍ଦା

ରଜନୀଗନ୍ଧା

(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା

ତୁ ମୋର, ସ୍ୱପ୍ନର ସୁନେଲି ସନ୍ଧ୍ୟା
ଦେଇଛି ମୁଁ ତୋର ନାଁ

ରଜନୀଗନ୍ଧା

(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା
(ରଜନୀଗନ୍ଧା)
ରଜନୀଗନ୍ଧା
ରଜନୀଗନ୍ଧା



Credits
Writer(s): Nizam, Subash Ram
Lyrics powered by www.musixmatch.com

Link