Kaju Chips Tu Mora

କାଜୁ chips ତୁ ମୋର boil ଅଣ୍ଡା
Coca-cola ତୁ ମୋର fanta-mirinda

ଆରେ, କାଜୁ chips ତୁ ମୋର boil ଅଣ୍ଡା
Coca-cola ତୁ ମୋର fanta-mirinda
ହେଲେ ହେଇଯାଉ propaganda

ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର cute मुंडा
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର cute मुंडा

Long Drive ରେ ଯିବାଲୋ ଆମେ
ବାଟସାରା କରି ଗପ
ଗପରେ ତୁ hero ମୁଁ heroine
କରିବା sweet ପାପ

ଆରେ, Long Drive ରେ ଯିବାଲୋ ଆମେ
ବାଟସାରା କରି ଗପ
ଗପରେ ତୁ hero ମୁଁ heroine
କରିବା sweet ପାପ

ମୋ ପାଇଁ ତୁ ମୋର ପ୍ରେମର fanda
ଦିନ-ରାତି ତୁ ମୋର love agenda
ହେଲେ ହେଇଯାଉ propaganda

ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର cute मुंडा
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର cute मुंडा

ହାଉଲେ-ହାଉଲେ ନେଇକି ମତେ ତୋ ଦିଲରେ କରିଦେ seal
Seal କରିଛି ମୁଁ ଶହେ ଜନମକୁ
ଅଭଙ୍ଗା ମୋ love deal

ହାଉଲେ-ହାଉଲେ ନେଇକି ମତେ ତୋ ଦିଲରେ କରିଦେ seal
Seal କରିଛି ମୁଁ ଶହେ ଜନମକୁ
ଅଭଙ୍ଗା ମୋ love deal

ହସ ଖୁସି ତୁ ମୋର ଘର ବାରଣ୍ଡା
ବାଟ-ଘାଟ ତୁ ମୋର ପ୍ରେମର झंडा
ହେଲେ ହେଇଯାଉ propaganda

ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର cute मुंडा
ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର cute मुंडा
ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ
ତୁ ପରା ମୋର cute मुंडा
ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ
ମୁଁ ପରା ତୋର cute मुंडा



Credits
Writer(s): Malaya Mishra, Subash Mishra
Lyrics powered by www.musixmatch.com

Link