Tora Mora Kahani

ଏଇଠି, ଅଧାରେ ରହିଗଲା ରେ
ଏଇଠି, ଅଧାରେ ରହିଗଲା ରେ

ଆଉ ଖୋଜିଲେ ମିଳିବନି
ଆଉ ଖୋଜିଲେ ମିଳିବନି

ତୋର ମୋର କାହାଣୀ
ତୋର ମୋର କାହାଣୀ

କିଏ ସେ କାହିଁକି ଆଣି ଯୋଡ଼ିଥିଲା ତୋ ସାଥିରେ ମୋତେ?
ଆଜି ତୁ କଉଠି ମୁଁ କଉଠି

ମୋ ଭାଗ୍ୟରେ ଅଛି ଯାହା ମିଳୁ ମୋତେ, ମୁଁ ତୋ ପାଇଁ ବିକଳ
ଭଲରେ ଥା' ଅଛୁ ତୁ ଯଉଠି

ଆଉ ଆଗକୁ ଯାଇପାରୁନି
ଆଉ ଆଗକୁ ଯାଇପାରୁନି

ତୋର ମୋର କାହାଣୀ
ତୋର ମୋର କାହାଣୀ

ଆଖିର ଲୁହ ସବୁ ସରିଗଲା, ମୁଁ କ'ଣ କରିଥାନ୍ତି?
ତୋ ବାଟରୁ ନଉଛି ବିଦାୟ

ଏ ଜନମରେ କି ଆର ଜନମରେ, କିଏ ବା ଜାଣିଛି
ମିଶେଇବ ପୁଣି ସମୟ

ଆଉ ଲେଖିଲେ ଲେଖି ହଉନି
ଆଉ ଲେଖିଲେ ଲେଖି ହଉନି

ତୋର ମୋର କାହାଣୀ
ତୋର ମୋର କାହାଣୀ



Credits
Writer(s): Malaya Mishra
Lyrics powered by www.musixmatch.com

Link