Tama Hrudaya Daba Ki

ମୋ ହୃଦୟ ବଦଳରେ ତମ ହୃଦୟ ଦବକି?

ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?

ତମ ଛଲକା ଛଲକା
ଦେଖୁ ଦେଖୁ ମୁଁ ବେହୋସ
ମନ ଚାହେଁ ପ୍ରେମ ସ୍ପର୍ଶ
ଏ କି ବୟସର ଦୋଷ?

ଏତେ ଖାସ ଲାଗ କାହିଁକି? ଓଓ

ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?

ଠିକ ତମପରି ଖୋଜୁଥିଲି ଭାରି
ଆଈ-ମା' ଗପର ରାଜକୁମାରୀ

ହଁ, ମନ ମୋତେ ଆଜି ମାଗୁଚି ମଞ୍ଜୁରୀ
ଶୁଣିବାକୁ ତମ ସିରୁ-ଶାୟାରୀ

ଭଲପାଅ ବୋଲି ଓଠ ଟିକେ ଖୋଲି...
ଭଲପାଅ ବୋଲି ଓଠ ଟିକେ ଖୋଲି କହିଦବ କି? ଓଓ

ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?

ପରିଚୟ ମୋର ଥିଲା ଯାଯାବର
ତମ ପାଖେ କାଇଁ ଗଲି ଅଟକି?

ହାଁ, ଅଳପ ଦେଖାରେ, ପଦିଏ କଥାରେ
ନିଆଁରା ଲାଗୁଚ ଏତେ କାହିଁକି?

ତମ ଆଖି, ଓଠ
କରେ ମୋତେ ଦୁଷ୍ଟ
ତମ ଆଖି, ଓଠ କରେ ମୋତେ ଦୁଷ୍ଟ, ମରିଯିବି କି? ହୋ-ଓ

ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?
ମୋ ହୃଦୟ ବଦଳରେ ତମ ହୃଦୟ ଦବକି?



Credits
Writer(s): Puspak Parida, Saroj Samal
Lyrics powered by www.musixmatch.com

Link