Tora Mora Love Story

Oh-oh-o
Oh-oh-o
ତୋର ମୋର love-story କଉ ପୁରାଣରେ ନାହିଁ
ତୋର ମୋର love-story ଇତିହାସରେ ବି ନାହିଁ
ତୋର ମୋର love-story ସାହିତ୍ୟ ବହିରେ ନାହିଁ

ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Woah-oh-oh

ତୋର ମୋର love-story କଉ Cinema ରେ ନାହିଁ
ତୋର ମୋର love-story କଉ ଉପନ୍ୟାସରେ ବି ନାହିଁ
ତୋର ମୋର love-story internet ରେ ବି ନାହିଁ

ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Oh-oh-oh

ପ୍ରେମ ଏମିତି ଗୋଟେ ଚଲାବାଟ
ଝୁଣ୍ଟି ପଡିଲେ ଧରିନେବି ହାତ
ଓ, ପ୍ରେମ ଏମିତି ଗୋଟେ ଖୋଲା-ପାଠ
ପଢି ପାରିଲେ ମିଠା ଭବିଷ୍ୟତ

ତୋର ମୋର love-story କଉ ନାଟକରେ ନାହିଁ
ତୋର ମୋର love-story କଉ ସଂଗୀତରେ ନାହିଁ
ତୋର ମୋର love-story ଗପବହିରେ ବି ନାହିଁ

ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Oh-oh-oh

ପ୍ରେମ ଏମିତି ଗୋଟେ ମିଠା-ଗୀତ
ସେ ଗୀତରେ ଉଡିଯିବା ମିତ
ହଁ, ପ୍ରେମ ଏମିତି ଗୋଟେ ଶୁଣା ଗପ
ପୁଣ୍ୟଠାରୁ ମିଠା ଲାଗେ ପାପ

ତୋର ମୋର love-story କେହି କେବେ ଶୁଣିନାହିଁ
ତୋର ମୋର love-story ଜଣେ ହେଲେ ଜଣେ ନାହିଁ
ତୋର ମୋର love-story କେହି ଜଣେ ଲେଖିନାହଁ

ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Oh-oh-oh
Oh-oh-oh
Oh-oh-oh



Credits
Writer(s): Jayant Das, Malay Mishra
Lyrics powered by www.musixmatch.com

Link