Dei Debi Dil

ନଥାଉ ପଛକେ bank balance, ମୋ ପାଇଁ ଥାଉ ତା feel
ମୋ lipstick, କଜଳ କିଣାରେ ଯିଏ ଦେଇ ପାରୁଥିବ bill
ମୁଁ ଋଷିଲେ, ରାଗିଲେ ମୋ ସାଥେ ଯିଏ କରିପାରୁଥିବ deal

ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ

ନଥାଉ ପଛକେ bank balance, ମୋ ପାଇଁ ଥାଉ ତା feel
ମୋ lipstick, କଜଳ କିଣାରେ ଯିଏ ଦେଇ ପାରୁଥିବ bill
ମୁଁ ଋଷିଲେ, ରାଗିଲେ ମୋ ସାଥେ ଯିଏ କରିପାରୁଥିବ deal

ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ

Joint family ହଉ ପଛେ ତାର
ଖୁସି-ଖୁସି ଥିବ ତା ପରିବାର
Car, bike କଣ ହବ?
ଚାଲୁଥିଲେ ହାତ ବଢ଼େଇଦବ
Joint family ହଉ ପଛେ ତାର
ଖୁସି-ଖୁସି ଥିବ ତା ପରିବାର
Car, bike କଣ ହବ?
ଚାଲୁଥିଲେ ହାତ ବଢ଼େଇଦବ

Broad mind ହେଇଥିବ ସିଏ, ନଥିବ feelings ill
Tension ଥାଉକି ନଥାଉ tension, ସବୁବେଳେ ଥିବ chill
ସବୁବେଳେ ମୋ ପାଖେ-ପାଖେ ରହି ବଢଉଥିବ ମୋ zeal

ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ

Cafe hotel ନନଉ ମୋତେ
ଦିନ-ରାତି ଥିବା ମୋରି ସାଥେ
ଦିଲରେ ମୋ ପାଇଁ दर्द ଥିବ
କଉ ଝିଅ ସାଙ୍ଗେ ପ୍ରେମ ନଥିବ
Cafe hotel ନନଉ ମୋତେ
ଦିନ-ରାତି ଥିବା ମୋରି ସାଥେ
ଦିଲରେ ମୋ ପାଇଁ दर्द ଥିବ
କଉ ଝିଅ ସାଙ୍ଗେ ପ୍ରେମ ନଥିବ

ଦିଓଳି ଦିମୁଠା ଖାଇବାକୁ ସିଏ ଦେଇପାରୁଥିବ meal
ରାଗିଲେ, ଚିଡ଼ିଲେ ସବୁବେଳେ ସିଏ ହସୁଥିବ ଖିଲ୍-ଖିଲ୍
ମୋ heart କୁ ତା heart ରେ ରଖିବ କରିକି seal

ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଦେଇଦେବି, ଦେଇଦେବିଲୋ ତାକୁ
ଏଇ ମୋ କୁଆଁରୀ ଦିଲ



Credits
Writer(s): Malaya Mishra
Lyrics powered by www.musixmatch.com

Link