Honey To Ishq

ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ

Honey ତୋ इश्क़ ର fever ଧିରେ-ଧିରେ ଚଢ଼ିଗଲା
Honey ତୋ love ର meter ଧିରେ-ଧିରେ ବଢ଼ିଗଲା

Life ରେ ତୁ ମୋର, କଲୁ ଯେବେ entry
Heart ହେଇଗଲା, ମୋର 50-50

ଛାତିରେ ହେଲା हंगामा

जालिमा, जालीमा
ମତେ କଲୁ निक्कमा
ହୋ, बलमा, बलमा
ମତେ କଲୁ निक्कमा

ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁ-ପେଁ-ପେଁ

जालिमा, जालीमा
ମତେ କଲୁ निक्कमा
बलमा, बलमा
ମତେ କଲୁ निक्कमा

ଆଜିକାଲି ମୋ दिल, କରୁଛି ତତେ feel
ଯେବେଠୁ ହେଲୁ ମୋ जान-ए-जाना
जानू ରେ ମତେ ଆଜି, ଲାଗୁଛି crazy-crazy
ଦେଖିଲା ପରେ ତୋ आशिकाना

ଦେଖିଲି ଯେବେ ତୋ sweet ଚେହେରା
ବନିଗଲି ତୋର आशिक आवारा

ଆଖିରେ ତୋର करिश्मा

जालिमा, जालीमा
ମତେ କଲୁ निक्कमा
ହୋ, बलमा, बलमा
ମତେ କଲୁ निक्कमा

ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁ-ପେଁ-ପେଁ

जालिमा, जालीमा
ମତେ କଲୁ निक्कमा
बलमा, बलमा
ମତେ କଲୁ निक्कमा

ହଁ, ନଜର ତୋର naughty
ହେଲୁରେ ଆସି ପିଟି
दीवानी ହେଲି ରେ ଧିରେ-ଧିରେ

ତତେ କି ଜଣା ଯାଦୁ
ହେଲି ମୁଁ बेकाबू
ମାରିଦେଲୁ ରେ ତୋ ପ୍ରେମରେ

ତୋ ପ୍ରେମର ନିଶା, ସବୁ ତ ସାଇଲା
ତୁ ହେଲୁ मजनू, ମୁଁ ହେଲି लैला

ଯେମିତି hindi-cinema

जालिमा, जालीमा
ମତେ କଲୁ निक्कमा
बलमा, बलमा
ମତେ କଲୁ निक्कमा

ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁ-ପେଁ-ପେଁ

जालिमा, जालीमा
ମତେ କଲୁ निक्कमा
बलमा, बलमा
ମତେ କଲୁ निक्कमा

ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁପେଁ-ପେଁପେଁପେଁ-ପେଁପେଁ
ପେଁ-ପେଁ-ପେଁ



Credits
Writer(s): Arun Kumar Mantri
Lyrics powered by www.musixmatch.com

Link