Nagei De Bhoga

ତୋ bright ହସ ଘାଣ୍ଟିଦେଲା
ମୁଁ tweet କଲି ଓଠ ତଳେ

ତୋ bright ହସ ଘାଣ୍ଟିଦେଲା
ମୁଁ tweet କଲି ଓଠ ତଳେ
ତୋ shining କେଶ ଉଡୁଥିଲା
ମୋ joining ହେଲା ଖରା ବେଳେ

ମୋ ଚିଲମ୍, ଫିଲମ୍ ହେଇଯା
ତତେ ଚୁମି-ଚୁମି-ଚୁମି ଯିବି
ମୋ bottle, ଫଟଲ୍ ହେଇଯା
ସବୁ ଝୁମି-ଝୁମ-ଝୁମି ଦେବି

କିଛି ବଦଳେ କିଛି ନ ଦେଇ
କାହିଁ ଦେଖଉଛୁ ରଙ୍ଗ?

ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ନଗେଇ-ନଗେଇ, ନଗେଇଦେ ଭୋଗ

ଖୋଲିଦିଅ bottle ଆଜି ଗଡିଯିବା road ରେ
ନିଶା ଯଦି ଖସିଯିବ ମାରିଦବା joint ରେ
Quat ଗଲା, ପାଣିଟା ଆଇଲା, neev, ninety ସଇଲା ରେ
ରାତି ଆଜି ସାରିଦବା ଏଇ ଭୋଗ ଗୀତରେ

ନଗେଇଦେ, ଆରେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ

ତୋ ଗୋରା ଦେହରେ ଯେବେ ପଡେ କାହା ନଜର
ପଇଡ଼ ପାଣି ବି ଲାଗେ beer-beer
ତୁ ଆଗେ ଚାଲିଲେ ଏଠି, ଚାଲେ ଏ ସହର
କହୁନୁ ଆମେ କି ଲାଗୁ ନିଜର-ନିଜର

ତୋ ମଲମ ଫଲମ ଦେଇଯା
ଭଲ ଧୀରେ-ଧୀରେ ହେଇଯିବ
ମୋ ଜଖମ ଫଖମ ନେଇଯା
ତୋର ଚିହ୍ନ ହୋଇ ରହିଥିବ

କିଛି ବଦଲେ କିଛି ନ ଦେଇ
କାହିଁ ଭିଡୁଛୁ କି ପାଗ?

ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ନଗେଇ-ନଗେଇ, ନଗେଇଦେ ଭୋଗ

Soda ଦିଅ ଧୀରେ-ଧୀରେ, ପାଣି ନାହିଁ peg ରେ
Hard ଟିକେ ଟେକିଦିଅ, ଅଧା ସିଝା egg ରେ
ହେଇଯା ତୁ cocktail, ରହି ରହି ପିଇବି
ଗରମ ତୋ ଓଠ ଧାରେ ବରଫ ମୁଁ ବୋଳିବି

ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ

ତୋ ଅଣ୍ଟା ହଲିଲେ ଆଜି ହଲେ ମୋ ପଞ୍ଜରା
ଗୋଲାପ ଲାଗୁଛି କାଇଁ ଗଜରା ଗଜରା?
ତୁ ସଜ ହେଇକି ଯେବେ ଦଉଛୁ ଇଶାରା
ବରଷା ପ୍ରେମର କାଚେ ଅସରା-ଅସରା

ମୋ ଗିଲାସ ଫିଲାସ ହେଇଯା
ତୋ ଓଠେ-ଓଠେ ଛୁଇଁଦେବି
ତୁ ମହୁଲି ଫହୁଲି ହେଇଯା
ତତେ ପିଇ-ପିଇ ଢ଼ୋକି ଦେବି

କିଛି ବଦଳେ କିଛି ନ ଦେଇ
କାହିଁ ସୁଝାଉଛୁ ରାଗ?

ନଗେଇଦେ, ନଗେଇଦେ ଭୋଗ
ତୁ ନଗେଇଦେ ଭୋଗ
ନଗେଇଦେ ଭୋଗ
ତୁ, ତୁ ନଗେଇଦେ ଭୋଗ



Credits
Writer(s): Asad Nizam
Lyrics powered by www.musixmatch.com

Link