Vande Maataram Tuhi Mo Janani

ଵନ୍ଦେ ମାତରମ୍, ଵନ୍ଦେ ମାତରମ୍
ଵନ୍ଦେ ମାତରମ୍, ଵନ୍ଦେ ମାତରମ୍

ତୁହି ମୋ ଜନନୀ, ମୋ ଜନ୍ମଭୂମି
ତୋ ଋଣ କେବେ ମୁଁ ସୁଝି ପାରିବିନି
ତତେ କୋଟି ପ୍ରଣାମ
ତତେ କୋଟି ପ୍ରଣାମ
ଵନ୍ଦେ ମାତରମ୍, ଵନ୍ଦେ ମାତରମ୍

ଜୟ ହିନ୍ଦ୍, ଜୟ ହିନ୍ଦ୍, ଜୟ ହିନ୍ଦ୍

ତୋ ନଦୀ, ଝରଣା ପାଣି ମୋ ରକତ ହେଇ ବହେ
ମଳୟ ପବନ ତୋର ନିଶ୍ୱାସ ମୋ ହେଇଯାଏ
ତୋ ଧୂଳି ମାଟିର କୋଳେ ସେଜ ମୁଁ ଦେଇଚି ପାରି
ଏ ଜୀବନ ବିତିଯାଉ ତୋ ଚରଣ ସେବାକରି
ଵନ୍ଦେ ମାତରମ୍, ଵନ୍ଦେ ମାତରମ୍

ତୁହି ମୋ ଜନନୀ, ମୋ କର୍ମଭୂମି
ମୋ ଭାରତବର୍ଷ ବୀର ପ୍ରସବିନୀ
ତତେ କୋଟି ସଲାମ୍
ତତେ କୋଟି ସଲାମ୍

ଵନ୍ଦେ ମାତରମ୍, ଵନ୍ଦେ ମାତରମ୍
ଵନ୍ଦେ ମାତରମ୍ (ମାତରମ୍)
ଵନ୍ଦେ ମାତରମ୍ (ମାତରମ୍)
ଵନ୍ଦେ ମାତରମ୍ (ମାତରମ୍)
ଵନ୍ଦେ ମାତରମ୍ (ମାତରମ୍)

ତୋ ସମ୍ନାନ ପାଇଁ କାଟିଦେବି ମୋର ଛାତି
ତୋର ଯଶଗୁଣ ଗାଇ ବିତିଯାଉ ଦିନରାତି
ଶିଖେଇ ଦେଇଛୁ ତୁହି ଶାନ୍ତି ଅହିଂସାର ମନ୍ତ୍ର
ଛାତିରେ ଦେଇଛି ଆଙ୍କି ମା' ତୋର ମାନଚିତ୍ର
ଵନ୍ଦେ ମାତରମ୍, ଵନ୍ଦେ ମାତରମ୍

ମା'ଲୋ ମୁଁ ତୋର ଜାଗ୍ରତ ପ୍ରହରୀ
ପକେଇଦେବିନି ନଜର କାହାରି
ନେବି ନାହିଁ ବିଶ୍ରାମ
ନେବି ନାହିଁ ବିଶ୍ରାମ

ଵନ୍ଦେ ମାତରମ୍, ଵନ୍ଦେ ମାତରମ୍
ଵନ୍ଦେ ମାତରମ୍, ଵନ୍ଦେ ମାତରମ୍



Credits
Writer(s): Arun Kumar Mantri, Bikash Das
Lyrics powered by www.musixmatch.com

Link