Amania Jebe Mo Mana

ଅମାନିଆ ଯେବେ ମୋ ମନ
ତୋ ପ୍ରେମରେ ପଡ଼ିଗଲା
ଅଜଣା ଏଇ ବାଟ ମୋତେ
ହାଏ, ତୋ ପାଖକୁ ଡାକିନେଲା

ଅମାନିଆ ଯେବେ ମୋ ମନ
ତୋ ପ୍ରେମରେ ପଡ଼ିଗଲା
ଅଜଣା ଏଇ ବାଟ ମୋତେ
ହାଏ, ତୋ ପାଖକୁ ଡାକିନେଲା

ଫେରିଲେ ଫେରି ପାରେନା
କାହାର ହେଇ ପାରେନା
ମନ ତତେ ଖାଲି, ମନ ତତେ ଖାଲି
ମନ ତତେ ଖାଲି ଚାହିଁଲା

ଅମାନିଆ ଯେବେ ମୋ ମନ
ତୋ ପ୍ରେମରେ ପଡ଼ିଗଲା
ଅଜଣା ଏଇ ବାଟ ମୋତେ
ହାଏ, ତୋ ପାଖକୁ ଡାକିନେଲା

ତୁ ଯଦି କଲୁ ଏ ପ୍ରେମ, କେବେ ବି ହେଇନି
ମାନିବି ନାହିଁ ତୋ କଥା, ଭୁଲି ଯିବିନି
ତୁ ଯଦି କଲୁ ଏ ପ୍ରେମ, କେବେ ବି ହେଇନି
ମାନିବି ନାହିଁ ତୋ କଥା, ଭୁଲି ଯିବିନି

ଭୁଲିଲେ ଭୁଲି ପାରେନା
କୁଆଡେ ଯାଇ ପାରେନା
ଆଖି ତତେ ଖାଲି, ଆଖି ତତେ ଖାଲି
ଆଖି ତତେ ଖାଲି ଦେଖିଲା

ଅମାନିଆ ଯେବେ ମୋ ମନ
ତୋ ପ୍ରେମରେ ପଡ଼ିଗଲା
ଅଜଣା ଏଇ ବାଟ ମୋତେ
ହାଏ, ତୋ ପାଖକୁ ଡାକିନେଲା

ରଖିଛୁ ପ୍ରେମ ଲୁଚେଇ, କାହିଁ ତୋ ମନରେ?
ରଖିଛୁ କାହିଁ ଝୁଲେଇ, ହଁ-ନା ଭିତରେ?
ରଖିଛୁ ପ୍ରେମ ଲୁଚେଇ, କାହିଁ ତୋ ମନରେ?
ରଖିଛୁ କାହିଁ ଝୁଲେଇ, ହଁ-ନା ଭିତରେ?

ହଁ କି ନା କିଛି ବୁଝେନା
ତୋ ବିନା କିଛି ଖୋଜେନା
ଓଠ ଯେବେ ତୋର, ଓଠ ଯେବେ ତୋର
ଓଠ ଯେବେ ତୋର ହସିଲା

ଅମାନିଆ ଯେବେ ମୋ ମନ
ତୋ ପ୍ରେମରେ ପଡ଼ିଗଲା
ଅଜଣା ଏଇ ବାଟ ମୋତେ
ହାଏ, ତୋ ପାଖକୁ ଡାକିନେଲା



Credits
Writer(s): Arun Mantri, Asad Nizam
Lyrics powered by www.musixmatch.com

Link