Tu Mora Habulo Mama

ହାଏ ମାମା ତୋର ହରିଣୀ ଆଖି, ନମକୀନ୍ ପୁଡ଼ିଆ
ତୁ ମୋ ପଞ୍ଜୁରୀର matching ଶାରୀ
ମୋ ପାଖେ ଉଡ଼ିଆ ତୁ
ତୁ ଥିଲେ ମୋ monday ରୁ sunday ଲାଗୁଛି ବଢ଼ିଆ
ତୁ ମୋ ପାଇଁ ପୁରା fitting ହେଲେ family କି ଅଡୁଆ

ଆଲୋ ମୋର दिल की जानिया-ଆଆ
ନାଚିବା ପ୍ରେମର ତାଥେଇୟା-ଆଆ
Trailer ନୁହେଁ ଦେଖେଇବି full cinema (full cinema, full cinema)

ଦେଖିଲେ ଦେଖୁ ଏ ज़माना
ତୁ ମୋର ହବୁ, ମୋର ହବୁ ଜାଣିଥା ଲୋ ମାମା
ଏ बड़ा बेशरम ତୋ ପ୍ରେମ निशाना
ହଁ, ଅଦିନେ ଆସି ଦିଲଟାକୁ ମୋ କରିଦେଲା क़ीमा

ଆଲୋ कच्ची कली, ଯେବେ ଦେଖିଦେଲି
Naughty ଵାଲା ତୋର ଇଶାରା
ମନ କୁଞ୍ଜବନେ ବିଞ୍ଚିହେଇଗଲା ତୋ ପ୍ରେମର ମେଘ ଅସରା

ଲାଗେ ମୋତେ କାଇଁ ଚାଲେ ସଇଁ-ସଇଁ?
ପ୍ରେମ ରେଳଗାଡ଼ି ଆଗକୁ
ହେଲେ ହେଇଯାଉ ଯେତେ ଦୁର୍ଘଟଣା
ଛାଡିବିନି ତୋର ବଗିକୁ

ଆଲୋ ମୋର ଚିକନି ଛମିଆଁ-ଆଆ
ଥରେ ଖାଲି ମୋ ଆଡ଼େ ଚାଲିଆ-ଆଆ
କରେଇନେ ମୋ ପାଖେ ତୋ ଜୀବନ ବିମା (ଜୀବନ ବିମା, ଜୀବନ ବିମା)

ଦେଖିଲେ ଦେଖୁ ଏ ज़माना
ତୁ ମୋର ହବୁ, ମୋର ହବୁ ଜାଣିଥା ଲୋ ମାମା
बड़ा बेशरम ତୋ ପ୍ରେମ निशाना
ହଁ, ଅଦିନେ ଆସି ଦିଲଟାକୁ ମୋ କରିଦେଲା क़ीमा

ଥିଲି भोली-भाली, କଲୁ ତୁ ଫାଜିଲି
ବଢ଼ିଗଲା ମୋର affection
ଆଜିକାଲି ମନ ହେଲାଣି ଉଚ୍ଛନ୍ନ
ଖୋଜେ ଖାଲି ପ୍ରେମ connection

ଥିଲି ସାଧାସିଧା, କରିଦେଲୁ ଫିଦା
ବଢ଼ି, ବଢ଼ିଯାଏ attraction
ହବୁ ନାହିଁ जुदा, ହବ ଅସୁବିଧା
ମୁଁ ତୋ ରୋଗୀ, ତୁ ମୋର injection

ଆରେ ମୋର sweet ਸੋਹਣਿਆ-ଆଆ
ହେଇଯା ମୋ ମନର କୁଣିଆ-ଆଆ
ହେଇଗଲେ ହେଇଯାଉ full ହଙ୍ଗାମା (full ହଙ୍ଗାମା, full ହଙ୍ଗାମା)

ଦେଖିଲେ ଦେଖୁ ଏ ज़माना
ମୁଁ ତୋର ହେବି sweet baby, ଜାଣିଥା ରେ ରାମା
ଦେଖିଲେ ଦେଖୁ ଏ ज़माना
ତୁ ମୋର ହବୁ, ମୋର ହବୁ ଜାଣିଥା ଲୋ ମାମା



Credits
Writer(s): Biraja Prasad
Lyrics powered by www.musixmatch.com

Link