Sun Bewafa

सुन बेवफ़ा
सुन बेवफ़ा
ଚାଲ ଚିହ୍ନା ପୁଣି ହବା

सुन बेवफ़ा
सुन बेवफ़ा
ଚାଲ ଚିହ୍ନା ପୁଣି ହବା

ନୂଆ ନୂଆ ଆଉଥରେ ପ୍ରେମବି କରିବା
ନୂଆ ନୂଆ ଆଉଥରେ ପ୍ରେମବି କରିବା

ତୁ ଧୋକା ଦେବାକୁ ଭାବିବା ଆଗରୁ
ତତେ କରିଦେବି ମୁଁ अलविदा
ତୁ ଧୋକା ଦେବାକୁ ଭାବିବା ଆଗରୁ
ତତେ କରିଦେବି ମୁଁ अलविदा

ରାତି ସରିଗଲେ କଥା ସରେ ବୋଲି ଦେଲୁ ଶିକ୍ଷା
ମୋ ମତରେ ଆଜିବି ତୁ ପ୍ରେମ ପାଖେ ଆଛୁ कच्चा
ରାତି ସରିଗଲେ କଥା ସରେ ବୋଲି ଦେଲୁ ଶିକ୍ଷା
ମୋ ମତରେ ଆଜିବି ତୁ ପ୍ରେମ ପାଖେ ଆଛୁ कच्चा

ଶିଖିଯା ମୋଠୁ ତୁ ଦରଦ ସହିବା
ଶିଖିଯା ମୋଠୁ ତୁ ଦରଦ ସହିବା

ତା ନହେଲେ ତତେ ପଡ଼ିବ ଫରକ
ଯଦି କରିଦେବି ମୁଁ अलविदा
ତା ନହେଲେ ତତେ ପଡ଼ିବ ଫରକ
ଯଦି କରିଦେବି ମୁଁ अलविदा

ନାହିଁ ଜମା ଦୋଷ ତୋର ଧୋକା ଦେଇ ଚାଲିଗଲୁ
ମୋ ସରଳପଣ ର ତୁ फाइदा ତ ଉଠେଇଲୁ
ନାହିଁ ଜମା ଦୋଷ ତୋର ଧୋକା ଦେଇ ଚାଲିଗଲୁ
ମୋ ସରଳପଣ ର ତୁ फाइदा ତ ଉଠେଇଲୁ

ସବୁ ଦୋଷ ମୋର, ତତେ ଦେଲି ମୁଁ ମଉକା
ସବୁ ଦୋଷ ମୋର, ତତେ ଦେଲି ମୁଁ ମଉକା

ହୃଦୟ ମୋହର ଥାଆନ୍ତା ନଭାଙ୍ଗି
ଯଦି କରିଥାନ୍ତି ମୁଁ अलविदा
ହୃଦୟ ମୋହର ଥାଆନ୍ତା ନଭାଙ୍ଗି
ଯଦି କରିଥାନ୍ତି ମୁଁ अलविदा



Credits
Writer(s): Sushil Dalai
Lyrics powered by www.musixmatch.com

Link