Marijibi Dhana Tori Bina (Male Version)

କିଏ ଡାକିବ ମୋତେ ଆଉ, ମୋ ଧନ ସୁନା
ସପନ ସବୁ ଭାଙ୍ଗି ଦେଲୁ ହେଲି ରେ ଚୁନା

କିଏ ଡାକିବ ମୋତେ ଆଉ, ମୋ ଧନ ସୁନା
ସପନ ସବୁ ଭାଙ୍ଗି ଦେଲୁ ହେଲି ରେ ଚୁନା
ବିଶ୍ୱାସ ରେ ବିଷ ମୋର ଦେଇ ତୁ ଯାଆ ନା

ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

ତୋ ପ୍ରେମରେ ଥିଲା ଯଦି ଏତିକି ଛଳନା
ମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା

ତୋ ପ୍ରେମରେ ଥିଲା ଯଦି ଏତିକି ଛଳନା
ମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା
ରାଣ ଦେଲି ତୋତେ ଆଲୋ, ମୋ ବାଇଚଢ଼େଇ
ଆଖି ଲୁହ ସୁଖିବନି ପୋଛିବେନି କେହି

କିଏ ଯଦି କହେ ତୋତେ ତୁ ହୃଦୟହିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

କେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର
ଦୁନିଆ ଠୁ କରିଦେଲୁ ମୋତେ ସାତପର

କେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର
ଦୁନିଆ ଠୁ କରିଦେଲୁ ମୋତେ ସାତପର
ରାତି ପାହିଗଲେ ହେବ ସମ୍ପର୍କ ର ଶେଷ
ତୋ ସିଁଥି ସିନ୍ଦୂର ହେବ ମୋ ଜୁଇ ପାଉଁଶ

ଯୁଇ ମୋର ଜଳିବନି, ତୋ ଛୁଆଁ ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା



Credits
Writer(s): Debesh Ku Das, Jn Padma
Lyrics powered by www.musixmatch.com

Link