Lekhichi Tora Naa

ଏ जानेमन, दिलबरा
ମୁଁ ତୋ आशिक़ आवारा
ଏ जानेमन, दिलबरा
ମୁଁ ତୋ आशिक़ आवारा

ତୋ ପାଇଁ ହେଇପାରେ ମୁଁ जोगिया जोगिया
ନମିଳୁ ମୋତେ ଯଦି ତୁ जनियाँ जनियाँ
ଛାତି ଚିରି ମୋର ଥରେ ଖାଲି ତୁ ଦେଖିଯା

ଲେଖିଛି ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ

ଏକ तरफ़ा ମୋ ପ୍ରେମ ମୋତେ ଲାଗେ
ଆଜି ଏକ तरफ़ा ମୋ ପ୍ରେମ ମୋତେ ଲାଗେ
ମନ ବୁଝେନା

ତୁ ଦୂରେଇ ଯାଉ ସିନା କରି ବାହାନା
ତୋ ଦୂରତା ଜମା ମୁଁଯେ ସହି ପାରେନା
ଭଲ ଯଦି ପାଉନାହୁଁ ମୋତେ ତୁ କହିଯା

ଲେଖିଛି ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ

ରଖିଛି ହୃଦୟ ମୋର ତୋ ପାଇଁ ଶୂନ୍ୟ
ଏବେବି ମୋ ମନେ ଅଛି ତୋ ପାଇଁ ପ୍ରେମ

ବୁଝିବୁ ମୋ ପ୍ରେମକୁ ସାଥି ଯେଉଁଦିନ
ଫେରିବୁ ଫେରିବୁ ରେ ନିଶ୍ଚୟ ତୁ ସେଦିନ
କହିବୁ ରେ ମୋତେ ଆସି ମୋର ତୁ ବନିଯା

ଲେଖିଛି ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ
ଲେଖିଛି ମୁଁ ତୋର ନାଁ



Credits
Writer(s): Roshan Vaishnav
Lyrics powered by www.musixmatch.com

Link