Are Mo Lachakwali

ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି
ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି

ଏଇ ମନ ମୋର ନୁହେଁ ଜାଲି
ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି

ହେ, ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି
ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି

ଏଇ ମନ ମୋର ନୁହେଁ ଜାଲି
ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି

ସକସକ, ଧକଧକ
ତୋ ବିନା ହୁଏ ସିନା ଛାତିରେ
କହ ସତେ ଝିଅ ଯେତେ
ସବୁ କି ଦଗାଦିଆ ଜାତିରେ?
ସକସକ ଧକଧକ
ତୋ ବିନା ହୁଏ ସିନା ଛାତିରେ
କହ ସତେ ଝିଅ ଯେତେ
ସବୁ କି ଦଗାଦିଆ ଜାତିରେ?

ତୁବି ତ ରାଜି ମୁଁବି ତ ରାଜି
ବାହାନା କରୁଛୁ ଖାଲି
ତୋ'ର ମୋ'ର ମନର ବେପାର
ଆରେ ଅସଲି

ଆରେ ମୋ ଲଚକଲି
ରୁଷି ତୁ ଯାଆନା ଚାଲି
ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି

ଏଇ ମନ ମୋର ନୁହେଁ ଜାଲି
ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି

ଆରେ ଝିଅ ଗୁଆଘିଆ
ମହକେ ଦୁନିଆ ତୋ ବାସରେ
ଦେଖୁ ଦେଖୁ ତରଳିବୁ ଆଜି ତୁ ମୋର ନିଆଁ ଧାସରେ
ଆରେ ଝିଅ ଗୁଆଘିଆ
ମହକେ ଦୁନିଆ ତୋ ବାସରେ
ଦେଖୁ ଦେଖୁ ତରଳିବୁ ଆଜି ତୁ ମୋର ନିଆଁ ଧାସରେ

ତୁ ଯମୁନାକୁ ମୁଁ ତ ଗଙ୍ଗା
ମଝିରେ କାହିଁକି ବାଲି?
ତୋର ମୋର ମନର ବେପାର
ଆରେ ଅସଲି

ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି
ଆରେ ମୋ ଲଚବାଲି
ରୁଷି ତୁ ଯାଆନା ଚାଲି

ଏଇ ମନ ମୋର ନୁହେଁ ଜାଲି
ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି

ହେ, ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି
ଆରେ ମୋ ଲଚକବାଲି
ରୁଷି ତୁ ଯାଆନା ଚାଲି

ଏଇ ମନ ମୋର ନୁହେଁ ଜାଲି
ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି
ଆଲୋ ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି
ହେ, ଦେଖାନା ତୋ ଅଣ୍ଟାଭଙ୍ଗା ଚାଲି



Credits
Writer(s): Bidyadhar Surendra, Nizam Md., Das Sibabrata, Rath Basudev
Lyrics powered by www.musixmatch.com

Link