Bande Utkala Janani

ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ଚାରୁ ହାସମୟୀ, ଚାରୁ ଭାସମୟୀ
ଜନନୀ, ଜନନୀ, ଜନନୀ
ଚାରୁ ହାସମୟୀ, ଚାରୁ ଭାସମୟୀ
ଜନନୀ, ଜନନୀ, ଜନନୀ

ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ପୂତ ପୟୋଧି ବିଧୌତ ଶରୀରା
ତାଳ ତମାଳ ସୁଶୋଭିତ ତିରା
ପୂତ ପୟୋଧି ବିଧୌତ ଶରୀରା
ତାଳ ତମାଳ ସୁଶୋଭିତ ତିରା

ଶୁଭ୍ର ତଟିନୀ କୁଳ ଶିକର ସମୀରା
ଜନନୀ, ଜନନୀ, ଜନନୀ

ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ଘନ-ଘନ ବନଭୂମି ରାଜିତ ଅଙ୍ଗେ
ନୀଳ ଭୁଧଳ ମାଳା ସାଜେ ତରଙ୍ଗେ
ଘନ-ଘନ ବନଭୂମି ରାଜିତ ଅଙ୍ଗେ
ନୀଳ ଭୁଧଳ ମାଳା ସାଜେ ତରଙ୍ଗେ

କଳ-କଳ ମୁଖରିତ ଚାରୁ ବିହଙ୍ଗେ
ଜନନୀ, ଜନନୀ, ଜନନୀ

ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ



Credits
Writer(s): Asad Nizam
Lyrics powered by www.musixmatch.com

Link