Jaana To Ishq Re

ହାଏ ତୋର ଗୋଲାମ୍ ହୃଦୟକୁ ପଞ୍ଜୁରୀରୁ ଖୋଲିଦେ ଥରେ
ହାଏ ତୋର ଗୋଲାମ୍ ହୃଦୟକୁ ପଞ୍ଜୁରୀରୁ ଖୋଲିଦେ ଥରେ

ହାଏ ସେଇ जखम लगाम କୁ ଜୀବନରୁ କାଢ଼ିଦେ ଥରେ
मासूम ଏ ଦିଲକୁ, ମିଠା ମିଠା feel କୁ
ମୋ ସାଥିରେ ବାଣ୍ଟିଯା ଥରେ

इश्क़-इश्क़, ओ, जाना
इश्क़-इश्क़, ओ, जाना
ତୋ इश्क़ ରେ ବାନ୍ଧିଦେ ଥରେ

इश्क़-इश्क़, ओ, जाना
इश्क़-इश्क़, ओ, जाना
ତୋ इश्क़ ରେ ବାନ୍ଧିଦେ ଥରେ
ଆଜି କାଇଁ ମୋ ନିରବ ମୋ ଓଠ?
ମନ ମୋର ହେଲାଣି ଦୁଷ୍ଟ
ମିଛେ ଆଉ ଚାଲିବା କେତେ ବାଟ?
ଲୁଚି ଛପି ହେବା ଭେଟ

ହୋ, ସୁନସାନ୍ ବାଟକୁ, ଚୁପଚାପ୍ ଓଠକୁ
ଅନୁମତି ଦେଇଦେ ଥରେ

इश्क़-इश्क़, ओ, जाना
इश्क़-इश्क़, ओ, जाना
ତୋ इश्क़ ରେ ବାନ୍ଧିଦେ ଥରେ

इश्क़-इश्क़, ओ, जाना
इश्क़-इश्क़, ओ, जाना
ତୋ इश्क़ ରେ ବାନ୍ଧିଦେ ଥରେ
ଚାହିଁ ରହେ ଅଟକି ମୋ ସ୍ବପ୍ନ
ଚାରିଆଡେ ତୋ ପାଦ ଚିହ୍ନ
ନେବି ନାହିଁ ଉଧାରି ହସ ତୋର
ଲୁହ ଯେତେ ସବୁ ମୋର

ହଁ, ଗୁମସୁମ୍ ଆଖିକୁ, ଫିକା ଏ ରାତିକୁ
ସପନରେ ଭରିଦେ ଥରେ

इश्क़-इश्क़, ओ, जाना
इश्क़-इश्क़, ओ, जाना
ତୋ इश्क़ ରେ ବାନ୍ଧିଦେ ଥରେ

इश्क़-इश्क़, ओ, जाना
इश्क़-इश्क़, ओ, जाना
ତୋ इश्क़ ରେ ବାନ୍ଧିଦେ ଥରେ



Credits
Writer(s): Abhijit Majumdar
Lyrics powered by www.musixmatch.com

Link