Tu Meri Jaan

तू, तू मेरी जान (तू मेरी जान)
तू मेरी मेहमान (मेरी मेहमान)
तू, तू मेरी जान
तू मेरी मेहमान

ତୁ ମୋର दिल ଆଉ ତୁ धड़कन
ତୁ ମୋ ପ୍ରଥମ ପ୍ରେମ, ମୋ ପ୍ରଥମ ସ୍ବପ୍ନ, ओ जानेमन

तू, तू मेरी जान
तू मेरी मेहमान

ତୋ ଠାରୁ ଆରମ୍ଭ ଦିନ ମୋର
ତୋ ପାଖରେ ରାତି ଶେଷ ମୋର
ଯେବେଠୁ ଆସିଲୁ ଜୀବନରେ
ଆଉ କେହି ନାହିଁ ଆସିବାର

तू, तू मेरी शान
तू ମୋ पेहचान
ତୁ ମୋର दिल ଆଉ ତୁ धड़कन
ତୁ ମୋ जान-ए-जिगर
ତୁ ମୋ जादूगर, ओरे सनम

तू, तू मेरी जान
तू मेरी मेहमान

(Are you ready?)
(Are you ready?)

ତୋ ବିନା ସରେନା ବାଟ ମୋର
ତୋ ବିନା ଏ ମନ ଯାଯାବର
ତୁ ଥିଲେ ସରଗ ହାତେ ଦୂର
ତୁ ଏକା କାରଣ ଜିଇଁବାର

ତୁ ମୋ अरमान
ତୁ ମୋ मुस्कान
ତୁ ମୋର दिल ଆଉ ତୁ धड़कन
ତୁ ମୋ हमसफ़र
ମୁଁ ତୋ दिलबर, ओ जानम

तू, तू मेरी जान (तू मेरी जान)
तू मेरी मेहमान (मेरी मेहमान)



Credits
Writer(s): Jayant Das, Bikash Shukla
Lyrics powered by www.musixmatch.com

Link