Haye To Prema

ମୋ ଠାରୁ ମୋତେ ଚୋରେଇ, ହେଲୁ ତୁ ମୋର ସପନ
ଛାତିରେ ରଖି ସାଇତି, ହେଲୁ ତୁ ମୋର ସ୍ପନ୍ଦନ

ଯେବେଠୁ ତୋ ପାଖେ ହାରିଛି ମୋ ମନ
ହାଏ ତୋ ପ୍ରେମ, ହେଲା ମୋର ଜୀବନ
ଯେବେଠୁ ତୁ ପାଖେ ହାରିଛି ମୋ ମନ
ହାଏ ତୋ ପ୍ରେମ, ହେଲା ମୋର ଜୀବନ

ଏଇ ମୋ ଆଖି ରହିଛି ତତେ ହିଁ ଚାହିଁ
ଜିଁବ କହେ ସେ ଖାଲି ତୋରି ପାଇଁ
ମୁଁ ଆଉ ନାହିଁ ମୋର, ତୋ ରାଣ

ଯେବେଠୁ ଦେଖିଲି ତୋ ପାଇଁ ସପନ
ହାଏ ତୋ ପ୍ରେମ, ହେଲା ମୋର ଜୀବନ
ଯେବେଠୁ ଦେଖିଲି ତୋ ପାଇଁ ସପନ
ହାଏ ତୋ ପ୍ରେମ, ହେଲା ମୋର ଜୀବନ

ଏମିତି ଯେ ଥା, ପାଖରେ ମୋ ସାଥି
ଏମିତି ଥାଉ ଆମରି ପ୍ରେମର ସ୍ମୃତି
ତୋ ଭଲପାଇବାରେ ମୋ ବିତୁ ଦିନ

ରହିଛି ତୋ ପାଇଁ, ଥିବି ସବୁ ଦିନ
ହାଏ ତୋ ପ୍ରେମ, ହେଲା ମୋର ଜୀବନ
ରହିଛି ତୋ ପାଇଁ, ଥିବି ସବୁ ଦିନ
ହାଏ ତୋ ପ୍ରେମ, ହେଲା ମୋର ଜୀବନ



Credits
Writer(s): Barish Biswajit
Lyrics powered by www.musixmatch.com

Link